Home Breaking News / ତାଜା ଖବର ବିଶ୍ୱ ଯୋଗ ଦିବସ କୋଭିଡ କଟକଣା ଭିତରେ ପାଳିତ

ବିଶ୍ୱ ଯୋଗ ଦିବସ କୋଭିଡ କଟକଣା ଭିତରେ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ରଙ୍କନିଧି ଦଶ)ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ସ୍ଥିତ ମା ଭୂୟାଁଣୀଙ୍କ ପୀଠରେ 7ତମ ବିଶ୍ୱ ଯୋଗ ଦିବସ ଅବସରରେ ଏକ ଯୋଗ ଶିବିର ପୂର୍ଣ୍ଣ ଚନ୍ଦ୍ର ଦଶ ଙ୍କ ପୌରହିତରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯା ଇଛି ଶିବିର ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ପାତ୍ର,ପ୍ରମୋଦ କୁମାର ସାହୁ, ଲଷ୍ମୀ କାନ୍ତ ସୁବୁଦ୍ଧି ଓ ବ୍ରହ୍ମାନନ୍ଦ ଦଶ ଯୋଗ ଦେଇ ଥିଲେ।
ସହ ଯୋଗୀ ଶିବିରାର୍ଥି ଭାବେ ବାବୁ ପାତ୍ର,ଶରତ ଦାଶ ,ସନ୍ତୋସ ପାତ୍ର, ଅବନୀ କୁମାର ପତି, ପୁର୍ଣ ଚନ୍ଦ୍ର ସାହୁ,ସୁବ୍ରତ କୁମାର ମିଶ୍ର, ପ୍ରଦୀପ କୁମାର ପାତ୍ର, ସଞ୍ଜୟ କୁମାର ପ୍ରଧାନ ଯୋଗଦେଇ ଥିଲେ। ଏଠାରେ 7ଗୋଟି ପ୍ରଣାୟମ 20 ଗୋଟି ଆସନ ଓ 11 ପ୍ରକାର କସରତ ଅନୁଷ୍ଠିତ ହୋଇଥିଲା ଶିବିରକୁ ଶିବିରାର୍ଥି ମାନେ ସହଯୋଗ କରି ଥିଲେ ଶେଷରେ ନଟବର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ

related posts

1 comment

Deepak Kumar majhi June 23, 2021 - 10:06 am

👍

Reply

Leave a Comment