Home Breaking News / ତାଜା ଖବର ସ୍ୱେଚ୍ଛାସେବୀ ଆଇନା ତରଫରୁ ସହାୟତା ପ୍ରଦାନ

ସ୍ୱେଚ୍ଛାସେବୀ ଆଇନା ତରଫରୁ ସହାୟତା ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହା(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନା ତରଫରୁ କଙ୍କଡାହାଡ଼ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଶୁଖିଲା ଖାଦ୍ୟ, ମେଡ଼ିସିନ, ସାନିଟାଇଜର ପ୍ରଦାନ କରାଯାଇଛି l ବ୍ଲକର କଙ୍କଡାହାଡ଼ ଓ ରାଇବୋଲ ପଞ୍ଚାୟତରେ ଗରିବ ପରିବାର, ଭିର୍ଣକ୍ଷମ ଲୋକ ମାନଙ୍କୁ ୫୫ ଟି ଶୁଖିଲା ଖାଦ୍ୟ ପୁଡିଆ,୭୦ ଜଣଙ୍କୁ ମେଡ଼ିସିନ , ୬୦ ଜଣଙ୍କୁ ସାନିଟାଈଜର ଓ ମାସ୍କ ବଣ୍ଟନ କରାଯାଇଥିଲା l ଏହା ସହିତ ଆଶା ଦିଦି, ଅଙ୍ଗନବାଡି କର୍ମୀ ମାନଙ୍କୁ ୨୦ ଟି ଅକ୍ସିମିଟର ମଧ୍ୟ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ସାହୁ ଓ କଙ୍କଡାହାଡ଼ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ହୃଦାନନ୍ଦ ବେହେରା ଉପସ୍ଥିତ ଥିଲେ

related posts

Leave a Comment