Home Breaking News / ତାଜା ଖବର ପୁରୀରେ କାହିଁକି, ବ୍ରହ୍ମପୁରରେ କାହିଁକି ହେବନି ବିମାନ ବନ୍ଦର?

ପୁରୀରେ କାହିଁକି, ବ୍ରହ୍ମପୁରରେ କାହିଁକି ହେବନି ବିମାନ ବନ୍ଦର?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): CM Naveen Patnaik ମହୋଦୟ, କହିବେ କି କାହିଁକି ୫୦ କିମି ଦୂରରେ ଆପଣଙ୍କୁ ୨ ଟି international airport ଦରକାର??
କାହା ସ୍ୱାର୍ଥରେ ବିମାନ ବନ୍ଦର ନିର୍ମାଣ କରୁଛନ୍ତି #ପୁରୀରେ?

ଜଗନ୍ନାଥ୍ ଙ୍କ ନାରେ ନାମକରଣ କରିବାକୁ ଚାହୁଁଛନ୍ତି ତ ଭୁବନେଶ୍ଵର ବିମାନବନ୍ଦର ର ନା ପରିବର୍ତ୍ତନ କରିଦେଉ ନାହାନ୍ତି କାହିଁକି?

କଣ ବିଜେଡି ସରକାର ପାଇଁ ଓଡ଼ିଶା ଅର୍ଥ ଭୁବନେଶ୍ଵର,କଟକ ଆଉ ପୁରୀ?? ଯେଉଁ ଗଞ୍ଜାମ ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ ତୁମେ ରାଜ୍ୟ ର ଶାସନ ଗାଦିରେ ଗତ ୨୩ ବର୍ଷ ହେଲା ବସିଛ କଣ ଏହି ଅଞ୍ଚଳ ଓଡ଼ିଶା ରେ ନାହିଁ କି? ଗତ ୨୫ ବର୍ଷ ହେଲା ଦକ୍ଷିଣ ଓଡ଼ିଶା ରୁ ଦାବି ହେଉଥିବା ବେଳେ କଣ ପାଇଁ ବ୍ରହ୍ମପୁରରେ international airport ପ୍ରତିଷ୍ଠା କରିବା ପାଇଁ ବିଜେଡି ସରକାର ର ପାଟି ଫିଟୁନି??

କରୋନା କାଳରେ #ଦକ୍ଷିଣଓଡ଼ିଶା ଓ #ପଶ୍ଚିମଓଡ଼ିଶା ରେ ସାଧାରଣ ସ୍ବାସ୍ଥ୍ୟ ସେବା ର ଅଭାବ ରୁ ଶହଶହ ଲୋକ ନିଜ ଜୀବନ ହରେଇଥିବା ବେଳେ, କେବଳ ଜମି ମାଫିଆ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ତମେ ପୁରୀ ରେ ବିମାନ ବନ୍ଦର ନିର୍ମାଣ କରୁଛ ତାହା ଓଡ଼ିଶା ର ସମସ୍ତଙ୍କୁ ଜଣା ଅଛି। ନବୀନ ପଟ୍ଟନାୟକ ସରକାର, ଧନ୍ୟ ତମ ଶାସନ। ଅନ୍ଧକାର ଭିତରକୁ ଠେଲି ଦେଲ ଓଡ଼ିଶା ର ଅନ୍ୟ ପ୍ରାନ୍ତ କ

related posts

1 comment

Deepak Kumar majhi June 23, 2021 - 9:44 am

👍

Reply

Leave a Comment