Home Breaking News / ତାଜା ଖବର ଫୁଲବାଣୀରୁ ୬,ଜିଲ୍ଲାରୁ ୫୧ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୬,ଜିଲ୍ଲାରୁ ୫୧ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ମଙ୍ଗଳବାର ମୋଟ ୫୧ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ବ୍ଳକର ୩ଜଣ ଓ ଫୁଲବାଣୀ ସହରରୁ ୬ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଡ଼ାକ ପାଲ ଢିପାସାହି ,ନଦୀ ଖଣ୍ଡି ସାହି, ହାଟପଦା,ପିଆଇଟିଡିକଲୋନୀର ଜଣେ ଲେଖାଏ କରେ । ନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ମଙ୍ଗଳବାର ,ଦ।ରିଙ୍ଗବାଡି ୨,,ଚକାପାଦ ୪, , ତୁମୁଡିବନ୍ଧ ୧.,ଫିରିଙ୍ଗିଆ ୫ ,ଟିକା ବାଲି ୧
,କୋଟଗଡ଼ ୧୫,ବାଲିଗୁଡ଼ାରୁ ୯. ଖଜୁରୀପଡ଼ା ୫., କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୫୦୫ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୯୯୧ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୪୬୭ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

related posts

1 comment

Deepak Kumar majhi June 23, 2021 - 10:22 am

👍

Reply

Leave a Comment