Home Breaking News / ତାଜା ଖବର ବଡମ୍ବା-ନରସିଂହପୁରରେ କୋଭିଡ ପଜିଟିଭ ସଂଖ୍ୟା ୪୦

ବଡମ୍ବା-ନରସିଂହପୁରରେ କୋଭିଡ ପଜିଟିଭ ସଂଖ୍ୟା ୪୦

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ବଡମ୍ବା-ନରସିଂହପୁରରେ କୋଭିଡ ପଜିଟିଭ ସଂଖ୍ୟା ୪୦ରେ ପହଞ୍ଚିଛି। ନରସିଂହପୁରରେ ୨୨ଜଣ ଚିହ୍ନଟ ହୋଇଥିବା ବେଳେ ବଡମ୍ବାରେ ୧୮ ଜଣ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ କାକୁଡିଆରେ ୩ଜଣ ଚିହ୍ନଟ ହୋଇଥିବା ବେଳେ ଗୋଡ଼ିବନ୍ଧ, ରେଗେଡା ଓ ନିମସାହିରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାକି ବାଲିଝରୀ, ବାସେଳିହତା, ରେଗେଡା, ଫୁଲପଡା, ବସନ୍ତପୁର, କମଳାଡିହ, ପାଇକପଡାପାଟଣା, ଋଷିପଡ଼ା, ବାଲିସାହି ଓ ଅଲରାରୁ ଚିହ୍ନଟ ହୋଇଛନ୍ତି। ୧୨ଜଣଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରକୁ ନିଆଯାଇଛି।

ବଡମ୍ବା ଅଂଚଳରେ କଜଳବେଡା ଓ ମହୁଲିଆରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଡମ୍ବାଗଡ଼ରୁ ୨ଜଣ , ବାକି ଦିନିଆରୀ, ମୂଳିଆବାଙ୍କ, ଶଙ୍ଖାମେରୀ, ମହୁଲିଆ, ସିନ୍ଦୁରିଆ, ତୁଣପୁର, ଗୋପାଳପୁର ଓ କୁଆଁରପାଳରୁ ଚିହ୍ନଟ ହୋଇଛନ୍ତି

related posts

1 comment

Deepak Kumar majhi June 23, 2021 - 9:48 am

👍

Reply

Leave a Comment