Home Breaking News / ତାଜା ଖବର ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା(ବିନୋଦ ନନ୍ଦ): ଓଡିଶା ମୋ ପରିବାର ଆନୁକୂଲ୍ୟରେ ତଥା ବଡମ୍ବା ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଯାଇଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର।ବଡମ୍ବା ଗାନ୍ଧୀ ଛକ ଠାରେ ଥିବା ବୈକୁଣ୍ଠନାଥ ସଂସ୍କୃତି ସଦନ ରେ ଆୟୋଜିତ ହୋଇଯାଇଛି ଏହି ରକ୍ତଦାନ ଶିବିର।ଦୁଇଦିନ ଧରି ଚାଲିବ ଏହି ରକ୍ତଦାନ ଶିବିର।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ ରେ ସାରା ଓଡ଼ିଶାରେ ମାନବ ସମାଜର ଦୁଃଖ ଓ କ୍ଳେଶ କୁ ଦୂର କରିବା ସହିତ ସ୍ବେଚ୍ଛାକୃତ ରକ୍ତ ଦାନ କରି ପରୋକ୍ଷ ଭାବେ ମାନବ ସମାଜର ସେବା କରିବା ପାଇଁ ସତେ ଯେମିତି ପଣ କରିଛନ୍ତି ବିଜୁ ଜନତା ଦଳର କର୍ମକର୍ତ୍ତା।ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ କରାଯାଇଛି ଏହି ରକ୍ତଦାନ ଶିବିର।ମୋଟ 100ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହେବା ପାଇଁ ଲକ୍ଷ୍ୟ ରଖାଯାଇଛ ଏହି ଶିବିରରେ।

related posts

1 comment

Deepak Kumar majhi June 23, 2021 - 10:22 am

👍

Reply

Leave a Comment