Home Breaking News / ତାଜା ଖବର ଅସ୍ତରଙ୍ଗର ବିଭିନ୍ନ କଲେଜରେ କ୍ରୀଡାମନ୍ତ୍ରୀଙ୍କ ଭିର୍ତ୍ତି ପ୍ରସ୍ତର ସ୍ଥାପନ

ଅସ୍ତରଙ୍ଗର ବିଭିନ୍ନ କଲେଜରେ କ୍ରୀଡାମନ୍ତ୍ରୀଙ୍କ ଭିର୍ତ୍ତି ପ୍ରସ୍ତର ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): କୋଭିଡ ନିୟମ ସହ କଲେଜର ସଦସ୍ୟ ମାନଙ୍କୁ ନେଇ ଏହି ଭିର୍ତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି | ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଅସ୍ତରଙ୍ଗ ରେ ଥିବା ମହାତ୍ମାଗାନ୍ଧୀ କଲେଜ ଏବଂ ଅସ୍ତରଙ୍ଗ କଲେଜ ର ଭିତ୍ତି ପ୍ରସ୍ତରର ଶୁଭ ଉଦଘାଟନକରିଛନ୍ତି | ମନ୍ତ୍ରୀଙ୍କ ଗସ୍ତ ନେଇ କିଭଳି ହଜାର ହଜାର ଲୋକ ରୁଣ୍ଡ ନହେବେ ସେନେଇ ମଧ୍ୟ ଧ୍ୟାନ ଦିଆଯାଇଥିଲା|କଲେଜ ସଦସ୍ୟଙ୍କ ସହ ପାଖା ପାଖି 50ଜଣ ସଦସ୍ୟ ଏହି ଉଦଘାଟନରେ ସାମିଲ ହୋଇଥିଲେ |ଆଗାମୀ ଦିନରେ କଲେଜ ମାନଙ୍କରେ କିଭଳି ଉନୟନ ମୂଳକ କାଯ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ କୋଟିର ଶିକ୍ଷା ଦିଆଜାଇପାରିବ ସେନେଇ ମଧ୍ୟ ଆଲୋକପାତ କରାଯାଇଥିଲା |

related posts

1 comment

Deepak Kumar majhi June 23, 2021 - 10:03 am

👍

Reply

Leave a Comment