Home Breaking News / ତାଜା ଖବର କୁଟୁରିଆ ଅଖିଳ ସାହୁ ହତ୍ୟା ଅଭିଯୋଗରେ ୩ ଗିରଫ ଓ କୋର୍ଟ ଚାଲାଣ

କୁଟୁରିଆ ଅଖିଳ ସାହୁ ହତ୍ୟା ଅଭିଯୋଗରେ ୩ ଗିରଫ ଓ କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): କୁଟୁରିଆ ଗ୍ରାମ ରେ ପୁରୁଣା ଜମି ଜମା ଗଣ୍ଡଗୋଳ ଯୋଗୁଁ ଦୁଇ ପରିବାର ଭିତରେ ଗତ ୨୦ ତାରିଖ ଦିନ ୨ଟା ବେଳେ ଗଣ୍ଡ ଗୋଲ ଘଟିବାରୁ ମୁଦଲା କୀର୍ତ୍ତନ ସେଠି-୪୫ , ଭାବିନି ସେଠି-୫୨ ଓ ତାଙ୍କ ଝିଅ ସୁନା@ବୈଶାଖୀ ସେଠି-୨୦ ଙ୍କ ଆକ୍ରମଣରେ ଅଖିଳ ସାହୁ ଗୁରୁତର ହୋଇ ପରଜଙ୍ଗ, ତାଳଚେର ଡାକ୍ତରଖାନା ରେ ଚିକିତ୍ସା ହୋଇ ଅନଗୁଳ ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସା ବେଳେ ଗତ କାଲି ମୃତ୍ୟ ବରଣ କଲେ।
ଅନଗୁଳ ରେ ତାଙ୍କର ପଂଚନାମ। ଓ ପୋଷ୍ଟ ମର୍ଟମ କରାଯାଇଛି। ଆଜି ଉପରୋକ୍ତ ୩ ଜଣ ମୁଦାଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନା ମଞ୍ଜୁର ହେବାରୁ ତିନି ଙ୍କୁ ଜେଲ କୁ ପଠେଇ ଦିଆଯାଇଛି।ତଦନ୍ତ ଅଧିକ ଜାରିଅଛି ବୋଲି ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି ।

related posts

1 comment

Deepak Kumar majhi June 23, 2021 - 11:22 am

👍

Reply

Leave a Comment