Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ୧୮ ବର୍ଷରୁ ୪୪ ବର୍ଷର ୯୭୩ ଜଣଙ୍କୁ ଟିକାକରଣ

କଙ୍କଡାହାଡ଼ ବ୍ଲକରେ ୧୮ ବର୍ଷରୁ ୪୪ ବର୍ଷର ୯୭୩ ଜଣଙ୍କୁ ଟିକାକରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକରେ ଆଜି ୧୮ ବର୍ଷ ରୁ ୪୪ ବର୍ଷ ମଧ୍ୟରେ ଲୋକ ମାନଙ୍କୁ କୋଭିଡ ଟିକା ଦିଆଯାଇଥିଲା ।କଙ୍କଡାହାଡ଼ ବ୍ଲକ ରେ ୫ ଗୋଟି ଟିକା କେନ୍ଦ୍ରରେ ଟିକା ଦିଆ ଯାଇଥିଲା ।ବିରାସାଲ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୨୧୭ ,କଙ୍କଡାହାଡ଼ ସରକାରୀ ଡାକ୍ତରଖାନାରେ ୨୭୦ ,ମହାବିରୋଡ଼ ଡାକ୍ତରଖାନାରେ ୨୦୦, ପଙ୍ଗାତିରା ଡାକ୍ତରଖାନାରେ ୧୫୬, କଣ୍ଟାପାଳ କଲୋନୀ ଡାକ୍ତରଖାନାରେ ୧୩୦, ଜଣଙ୍କୁ ଟିକା ଦିଆ ଯାଇଥିଲା ।କଙ୍କଡାହାଡ଼ ବ୍ଲକରେ ପ୍ରଥମ ଥର ଯୁବ ଗୋଷ୍ଠି ଙ୍କୁ ଟିକା ଦିଆ ଯାଇଥିବାରୁ ଯୁବ ଗୋଷ୍ଠି ମାନେ ଖୁସି ବ୍ୟକ୍ତ କରିଥିଲେ ।କଙ୍କଡାହାଡ଼ ବ୍ଲକର ସ୍ୱାସ୍ଥ୍ୟ କର୍ମୀ ଏହି ଟିକା କରଣରେ ସହଯୋଗ କରିଥିଲେ ।

related posts

1 comment

Deepak Kumar majhi June 23, 2021 - 9:49 am

👍

Reply

Leave a Comment