Home Breaking News / ତାଜା ଖବର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ(ଚିତ୍ତରଞ୍ଜନ ମହାନ୍ତି): ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଇଉଛି।ରଥଯାତ୍ରା କୁ ନେଇ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର, ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି।ଗତବର୍ଷ ଭଳି ମଧ୍ୟ ଏବର୍ଷ ବିନାଭକ୍ତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ବିଶ୍ୱକର୍ମା ମହାରଣା ସେବାୟତମାନେ ରଥନିର୍ମାଣ କାର୍ୟ୍ଯକୁ ଜୋର୍ଦାର ତ୍ୱରାନ୍ୱିତ କରୁଛନ୍ତି। ରଥଖଳାରେ ରଥନିର୍ମାଣ କାର୍ୟ୍ଯ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଁଛିଛି।ତିନି ରଥର 42 ଚକ କାର୍ଯ୍ୟ ସରିଛି, 21 ଅଖ କାର୍ୟ୍ଯ ସରିଛି25 ଦଣ୍ଡା ମଧ୍ୟ ଲାଗିସାରିଲାଣି,ଯେଉଁ ମହାରଣା ଚିତ୍ରକାର ମାନେ ରହିଛନ୍ତି।ସେମାନେ ରଥର ଗୁଜରେ ଅତି ସୁନ୍ଦର ଭାବରେ ଖୋଦେଇ କରୀ ଚିତ୍ର କରୁଛନ୍ତି।ଏପଟେ ମଧ୍ୟ ରଥରେ ନାହାକା ଲାଗିଶାରିଲାଣି। ବିଶ୍ୱକର୍ମା ମହାରଣା ମାନେ କହିବା କଥା ,ସେମାନେ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ କୁ ସମାପନ କରିବେ

related posts

Leave a Comment