Home Breaking News / ତାଜା ଖବର ରାଜ୍ୟସଭା ସାଂସଦ ଏନ, ଭାସ୍କର ରାଓ ଓ ନଗର ବିଜୁ ଯୁବ ଛାତ୍ରଙ୍କ ଖାଦ୍ୟ ବଣ୍ଟନ

ରାଜ୍ୟସଭା ସାଂସଦ ଏନ, ଭାସ୍କର ରାଓ ଓ ନଗର ବିଜୁ ଯୁବ ଛାତ୍ରଙ୍କ ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଗତକାଲି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ୍. ଭାସ୍କର ରାଓଙ୍କ ତତ୍ୱାବଧାନରେ ରାୟଗଡ଼ା ନଗର ବିଜୁ ଯୁବ ଜନତା ଦଳ ତରଫରୁ ରାୟଗଡ଼ା ସହରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହୋଇଛି । ଆପଣମାନେ ଜାଣନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆମ ବିଜୁ ଜନତା ଦଳର ଓଡ଼ିଶା-ମୋ-ପରିବାର ଆନୁକୂଲ୍ୟରେ ସବୁବେଳେ ସମାଜସେବା ପାଇଁ ପଦକ୍ଷେପ ନିଆଯାଉଛି ଆଜି ମଧ୍ୟ ରାୟଗଡ଼ା ସହରରେ ୫୦୦ ରୁ ଅଧିକ ଗରିବଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ କୃଷକ ସେଲ ସଂପାଦକ ବି. ତିରୁପତି ସହାୟତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ନଗର ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଭି.କିରଣ କୁମାର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଅବିନାଶ ବିଷୋୟୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ତପନ ପେଦେଣ୍ଟି, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂପାଦକ କେ. ଶ୍ରୀନିବାସ , ହୃଷିକେଶ କୂଳଦୀପ ଗୋପୀନାଥ ମୂଷିକା, ବିଜୁ ଯୁବ ଜନତା ଦଳର କର୍ମୀ ଶ୍ରୀକାନ୍ତ ଚୌଧୁରୀ,ବି ବିଶ୍ୱନାଥ, ପ୍ରବୀଣ କୁମାର,ଯୋଗେଶ ପେଦେଣ୍ଟି,ବିଶ୍ୱଜିତ ବେହୁରା, ଆଶିଷ ରାଓ ସହ ପୂର୍ବତନ କାଉନସିଲର ସଂକରୀ ବାବୁ ସହଯୋଗ କରିଥିଲେ।

related posts

1 comment

Deepak Kumar majhi June 21, 2021 - 12:59 pm

👍

Reply

Leave a Comment