Home Breaking News / ତାଜା ଖବର ବିନିକା ଅଞ୍ଚଳରେ ଧାନର ଅଭାବୀ ବିକ୍ରି: କୁଇଣ୍ଟାଲରେ ସାଢ଼େ ୭ ଶହ ଟଙ୍କା କ୍ଷତି ସହୁଛି ଚାଷୀ

ବିନିକା ଅଞ୍ଚଳରେ ଧାନର ଅଭାବୀ ବିକ୍ରି: କୁଇଣ୍ଟାଲରେ ସାଢ଼େ ୭ ଶହ ଟଙ୍କା କ୍ଷତି ସହୁଛି ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ଅକ୍ଷୟ କୁମାର ପୂଜାହାରୀ): ବିନିକକୁ ସୁବର୍ଣ୍ଣପୁର ଜିଲ୍ଲାର ଭାବନ କନ୍ୟାଯାଏ। ହେଲେ ଚଳିତ ରବି ଧାନ ବିକ୍ରି କରିବାରେ। କଥା ବହୁ ହଇରାଣ ହେଉଛି। ମଣ୍ଡିରେ ଅବ୍ୟବସ୍ଥା, ଟୋକନ ସମସ୍ୟା। ସହ ପ୍ରତିକୂଳ ପାଗ ଯୋଗୁଁ ଚାଷୀ ତାର ଉଚିତ ପ୍ରାପ୍ୟ ପଉ ନାହିଁ । ବାଧ୍ୟ ହୋଇ ଦଳାଲ ଜରିଆରେ ଵିକୁ ଅତି କମ୍ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାର ପ୍ରତି ୧୮୬୮ ଟଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ମାତ୍ର ୧୧ ଶହ ଟଙ୍କା ଦରରେ ବିକିଦେଉଛି। ଫଳରେ ଗୋଟିଏ କୁଇଣ୍ଟାଲରେ ସିଧା ସଳଖ ୭ଶହ ୬୮ଟଙ୍କା କ୍ଷତି ସହୁଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଣ ଯାଇଛି

ଖଳା, ଘର ଓ ଖୋଲା ଆକାଶ ତଳେ ତଥ୍ୟ ବିଭିନ୍ନ ସ୍ଥାନରେ ପଡ଼ିଥିବା ଧାନ ଭଜି ଗଜା ହେବାରେ ଲାଗିଛି। ତେଣୁ ନଷ୍ଟ ହେବା ଅପେକ୍ଷା ଯାହା କିଛି ହେଲେ ମିଳିଯାଉ ବୋଲି ଭାବି ଦଲାଲ ହାତରେ ତାହା ଟେକି ହେଉଛି! ଏଥିରେ ଦଲାଇ ଓ ମିଲର୍ସ ପ୍ରଚୁର ଲାଭ ପାଉଥିବା ବେଳେ ଚାଷୀ ବାପୁରା ସର୍ବାଧିକ କ୍ଷତି ସହୁଛି । ଅନ୍ୟପକ୍ଷରେ ସରକାର ଓ ଯୋଗାଣ ବିଭିଗ ଜାଣତରେ ଏସବୁ କରାଯାଉଛି ବୋଲି ଆଲୋଚନା ନେଉଛି।୧- ସୁଚନା ଅନୁସାରେ ଚଲିତ ରବି ରୁତୁ୍ରେ ଟୋକନ ଅବଧି ରହିଥିବାରୁ କେତେକ ଚାଷୀ ଙ୍କ ଡାକ୍ତରଖାନାର ସମସ୍ୟା , ଚାଷୀ ମୃତ୍ୟୁ ବରଣ,ଓ କୋଭିଟ ୧୯ ଆକ୍ରାନ୍ତ ହୋଇ ଥିବା ଙ୍କ ଟୋକା ନ
ଲେପ୍ସ କରି ଯାଇଛି ୨ କେତେକ ଚାଷୀ ଙ୍କ ପଞ୍ଜିକରଣ କରଣ ସମୟରେ କ୍ରୟ ସଂସ୍ଥା ମାନେ ଚାଷୀ ମାନଙ୍କର ଆଧାରକାର୍ଡ ର ଭୁଲ୍ ତଥା ଭେରିଫିକେସନ ତୃଟି ଯୋଗୁଁ ପ୍ରକୃତ ଚାଷ ହୋଇ ଥିବା ଜମି ର ଚାଷୀ ପଞ୍ଜିକରଣ ଟୋକନ ପାଇବାରୁ ବଞ୍ଚିତ ହୋଇଥିଲା ହେଲେ ଧାନ ଚାଷ ହୋଇ ନ ଥିବା ଜମିର ଟୋକନ ପାଇ ବେଆଇନ ଭାବେ ଧାନ ବିକ୍ରୀକରିଛନ୍ତି
-ଧାନ ରେ ନିର୍ଦ୍ଧାରିତ ଠାରୁ ୧%ଅଧିକ ଥିବା ରୁ ଧାନ କ୍ରୟ ସଂସ୍ଥା ଧାନ କ୍ରୟ କରୁ ନଥିବାରୁ । ସୁବର୍ଣ୍ଣପୁର ସିଏସଓ କାର୍ଯ୍ୟ ଲୟ ପତ୍ରସଂଖ୍ୟା ୮୪୫/୨୬.୫.୨୧ରେ ରାଜ୍ୟ ଅତିରିକ୍ତ ସଚିବ ବିଜୟ ପୃଷ୍ଟିଙ୍କ ପାଖକୁ ଏହାର କୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପରିତାପର ବିଷୟ ଏଡେଟିକ ପରେ ବି ତାହାର ଉତ୍ତର ଆସି ନାହିଁ। ଏଣୁ ଚଷୀଙ୍କ ପ୍ରତି ସରକାରଙ୍କ ଜେଳେ ଦରଦ ତାହା ସୃଷ୍ଟି ଜଣାପଡୁଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ରବି ନାରେ ଜିଲ୍ଲାର ୯୨୪୮କଣ ବର୍ଷା ଧାନ ବିକ୍ରି ପାଇଁ ନାମ ତାଲିକା ରହିଥିଲା। ସେଥିରୁ ୮୨୫୦ ଜଣ ଚାଷୀଙ୍କ ଠାରୁ ୮ ଲକ୍ଷ ୨୨ ହଜାର ତାରିଖ ପର୍ଯ୍ୟନ୍ତ କ୍ରୟ ହୋଇଥିଲା ବିନିକା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

related posts

1 comment

Deepak Kumar majhi June 21, 2021 - 4:02 pm

👍

Reply

Leave a Comment