Home Breaking News / ତାଜା ଖବର ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ଶକ୍ତି ପୋଖରୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ମିଳିଥିବା ଖବର ଅନୁସାରେ,ଗତ ରବିବାର ଦିନ ସଂଧ୍ୟା ସମୟରେ ଗ୍ରାମର ଶକ୍ତି ପୋଖରୀରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବାର ଖବର ପ୍ରଚାରିତ ହୋଇଥିଲା ।ଖବର ପାଇ ସ୍ଥାନୀୟ ସରପଞ୍ଚ ଅନୀଲ୍ କୁମାର ପାଠୀ ବେଲଗୁଣ୍ଠା ଥାନା ଓ ତହସିଲଦାରଙ୍କୁ ଯୋଗାଯୋଗ କରି ଘଟଣା ସ୍ଥଳରେ ପହଞ୍ଚିଥିଲେ ।ଏହାର କୌଣସି ଦାବିଦାର ନ ଥିବାରୁ ଏବଂ ଅଭଯୋଗ ହୋଇନଥିବାରୁ ପୋଲିସ ସହ ଯୋଗାଯୋଗ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ପୋତି ଦେଇଥିବା ଜଣାପଡିଛି ।

related posts

1 comment

Deepak Kumar majhi June 23, 2021 - 9:51 am

👍

Reply

Leave a Comment