Home Breaking News / ତାଜା ଖବର ନରସିଂହପୁର ବଡ଼ମ୍ବାରୁ ସର୍ବମୋଟ ୨୨ ଜଣ କୋଭିଡ ପଜିଟିଭ ଚିହ୍ନଟ

ନରସିଂହପୁର ବଡ଼ମ୍ବାରୁ ସର୍ବମୋଟ ୨୨ ଜଣ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ନରସିଂହପୁର ବଡ଼ମ୍ବାରୁ ସର୍ବମୋଟ ୨୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାର ମାଣିଆବନ୍ଧ, ତୁଣପୁର, ଖଳିଢ଼ିପି, ମହୁଲିxଆ, ରତାପାଟ ସଂଲଗ୍ନ ବାଲିଝରୀରୁ ଜଣେ ଜଣେ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ର ବସନ୍ତପୁରରୁ ୩ଜଣ, କାକୁଡ଼ିଆରୁ ୨ ଜଣ ଲେଖାଏଁ ରେଗେଡା, କମଳାଡ଼ିହ, କୁଞ୍ଜବନପୁର, ଜୟମଙ୍ଗଳ, ଘୋରାଡ଼ିଆ, ରାଉତ୍ତଭୁଇଁ, ତଗିଲୋ, ଠେଙ୍ଗାପଲ୍ଲୀ, ନନ୍ଦକିଶୋରପୁର, ଅରଖବାଡ଼ି, ଗାଁରୁ ବାକି ଚିହ୍ନଟ ହୋଇଛନ୍ତି ।

related posts

1 comment

Deepak Kumar majhi June 21, 2021 - 4:55 pm

👍

Reply

Leave a Comment