Home Breaking News / ତାଜା ଖବର କୂଅ ଭିତରେ ବେକରେ ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା

କୂଅ ଭିତରେ ବେକରେ ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ରଣଗାଁ ର ବିରଞ୍ଚି ସାହୁଙ୍କ ପୁଅ ନିରଞ୍ଜନ ସାହୁ ନାମକ ଜଣେ ୨୦ ବର୍ଷର ଯୁବକ ଘର ପାଖ କୁ ଅରେ ବେକରେ ଗାମୁଛ। ଲଗାଇ ଆତ୍ମହତ୍ୟା କରିଛି ।

ଶନିବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇପଡିବା ପରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ସକାଳୁ ଘର ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ ।
ପ୍ରେମ ବ୍ୟାପାରକୁନେଇ ନିରଞ୍ଜନ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଖବର ପାଇ ଚକାପାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

related posts

1 comment

Deepak Kumar majhi June 21, 2021 - 5:48 am

👍

Reply

Leave a Comment