Home Breaking News / ତାଜା ଖବର ଧର୍ମପରାୟଣ ମହିଳାଙ୍କ ପରଲୋକ

ଧର୍ମପରାୟଣ ମହିଳାଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ହରିଡାପଦା ଗ୍ରାମର ଦୀପ୍ତିରାଣୀ ମାହାନ୍ତ(୨୯)ଆଜି ଦିନ ୧୦ ଘଟିକା ସମୟରେ କଟକ ଏସିବି ମେଡ଼ିକାଲ ରେ ପରଲୋକ ହେଇଅଛି ।ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା ସେଠି ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ କଟକ ନିଆ ଯାଇଥିଲା ।ମୃତ୍ୟ ଶଯ୍ୟା ନିକଟରେ ସ୍ୱାମୀ ଯୁଧିଷ୍ଠିର ମାହାନ୍ତ ଥିଲେ ।

ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ ।କଟକ ସତୀଚଉରା ସ୍ମଶାନ ରେ ତାଙ୍କ ଶବ ଦାହ କରାଯାଇଥିଲା ।ତାଙ୍କ ବିୟୋଗରେ ଜିଲ୍ଲା ପରିଷଦ ସଦସ୍ୟା ଚାରୂଲତା ମିଶ୍ର,ବାଟଗାଁ ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ,କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀଗଭୀର ଶୋକବ୍ୟକ୍ତ କରିଛନ୍ତି ।ତାଙ୍କ ବିୟୋଗରେ ରାଇବୋଲ ପଂଚାୟତ ରେ ଶୋକର ଛାୟା ଖେଳି ଯାଇଅଛି ।

related posts

1 comment

Deepak Kumar majhi June 21, 2021 - 5:48 am

👍

Reply

Leave a Comment