Home Breaking News / ତାଜା ଖବର ଫୁଲବାଣୀରୁ ୭ ଜିଲ୍ଲାରୁ ୪୧ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୭ ଜିଲ୍ଲାରୁ ୪୧ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ଶନିବାର ମୋଟ ୪୧ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୭ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଜିରିଙ୍ଗ ପଡ଼ା,କଣ୍ଟ୍ରାକ୍ଟର ପଡ଼ା, ଓ ଅରବିନ୍ଦ ନଗରର ଦୁଇ ଜଣ ଲେଖାଏ କରେ । ନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଇଟିଡିଏ କଲେ। ନୀରୁ ଜଣେ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଶନିବାର,ଦ।ରିଙ୍ଗବାଡି ୩,,ଚକାପାଦ ୫, ଖଜୁରୀପଡା ୧, ତୁମୁଡିବନ୍ଧ୨,ଜିଉଦରଗିରି ୭,ଫିରିଙ୍ଗିଆ ୯ ,କୋଟଗଡ଼ ୧ ,ବାଲିଗୁଡ଼ାରୁ ୨. କନୂଆଗାଁ ୨ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୩୭୫ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୭୯୮ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ୫୩୭ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

related posts

1 comment

Deepak Kumar majhi June 21, 2021 - 5:48 am

👍

Reply

Leave a Comment