Home Breaking News / ତାଜା ଖବର ଚୁଲିରୁ ନିଆଁ ଲାଗି ପୋଡି ହୋଇଗଲେ ବୃଦ୍ଧା

ଚୁଲିରୁ ନିଆଁ ଲାଗି ପୋଡି ହୋଇଗଲେ ବୃଦ୍ଧା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶନିବାର ଅସାବଧାନତା ଯୋଗୁଁ ଚୁଲିରୁ ନିଆଁ ଲାଗି ପୋଡି ହୋଇଗଲେ ଜଣେ ବୃଦ୍ଧ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବୁଦ୍ଧା ଜଣଙ୍କଖଜୁରୀପଡ଼ା ବ୍ଳକରଗୁଦାରୀ ପଞ୍ଚାୟତର ଖମାରୀ ଗ୍ରାମ୍ ର ୬୫ବର୍ଷିୟ। ରେଖା ଦେହୁରି ।
ରେଖା ଆଜି ସକାଳୁ ଚୁଲିରେ କିରେ । ସିନ ପକାଇ ନିଆଁ ଲଗାଉଥିବାବେଳେ ହଠାତ ତାଙ୍କ ଲୁଗାରେ ନିଆଁ ଲାଗିଯିବା ଫଳରେ ସେ ପୋଡି ହୋଇଯାଇଥିଲେ । ତାଙ୍କ ଶରୀରର ୪୦ ଭାଗ ପ୍ରାୟ ପୋଡିଯାଇଛି।
ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣା ପଡିଛି ।

related posts

1 comment

Deepak Kumar majhi June 19, 2021 - 4:22 pm

👍

Reply

Leave a Comment