Home Breaking News / ତାଜା ଖବର ଖଇରାରେ କୋଭିଡ ଟୀକାକରଣ

ଖଇରାରେ କୋଭିଡ ଟୀକାକରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ: ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ଠାରେ କୋଭିଡ ଟୀକାକରଣ ରେ ଆଜି 81ଜଣଙ୍କୁ ଟିକା ଦିଆଯାଇଛି l ଏଥିରେ ସ୍ୱାସ୍ଥ୍ୟ କର୍ମୀ ସୁଧୀର ପତି, କୋଭିଡ ଏ ଏନ ଏମ ଚନ୍ଦ୍ରିକା ଧରୁଆ, ଜୟାଲକ୍ଷ୍ମୀ ବାଗ, ସି ଆର ପି ଓ ଏଲ ଏମ. ଲଷ୍ମୀବିଭାର, ବି ପି ଏମ ଓ ଏଲ ଏମ ଚୈତନ୍ୟ ଶଗରିଆ, ଆଶା କର୍ମୀ ମୀଲକି ଦଣ୍ଡସେନା, ଓ ସୁପ୍ରଭା ମାଝୀ, ଅଙ୍ଗନବାଡି କର୍ମୀ ମଞ୍ଜୁଲତା ମାଝୀ, ସୁପର ଭାଇଜର ବୈଜନ୍ତି ମହାନ୍ତି ପ୍ରମୁଖ ବିଶେଷ ସହଯୋଗ କରିଥିଲେ l ଖଇରା ବାସୀ ବହୁତ ଉତ୍ସାହ ସହ ଟିକା ନେଇଥିବା ଦେଖିବାକୁ ମିଳିଛି ଲ

related posts

1 comment

Deepak Kumar majhi June 19, 2021 - 4:25 pm

👍

Reply

Leave a Comment