Home Breaking News / ତାଜା ଖବର ପ୍ରାକ ମୌସୁମୀ ବର୍ଷାରେ ଚାଷୀ ମୁଣ୍ଡରେ ଚଡକ

ପ୍ରାକ ମୌସୁମୀ ବର୍ଷାରେ ଚାଷୀ ମୁଣ୍ଡରେ ଚଡକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ମୌସୁମୀ ବର୍ଷା ରେ କାହା ପାଇଁ ଆଶୀର୍ବାଦ ତ କାହାପାଇଁ ଅଭିଶାପ ପାଲଟିଛି। କେତେକ ଚାଷୀ ଫସଲ ବୁଣୁଥିବା ବେଳେ ଅନ୍ୟ କେତେକ ଚାଷୀ ,ବର୍ଷା ଯୋଗୁଁ ଫସଲ କାଟି ପାରୁନାହାନ୍ତି। ଯଦି ବି କାଟିଛନ୍ତି ସୁଖେଇବା ପାଇଁ ପକ୍କା ମଣ୍ଡପ ଟିଏ ନାହିଁ। ଫଳ ରେ ରାସ୍ତା ରେ ଧାନ ସୁଖେଇବାକୁ ବାଧ୍ୟ ହେଉଛନ୍ତି।
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ,ସସାହାଣ୍ଡି ପଂଚାୟତ ଅଂଚଳ ରେ । ଏହି ପଂଚାୟତ ର ଧୁଡୁସା ପାଲା, ଜବାକନାଡୀ, ଛତର୍ଲା ଇତ୍ୟାଦି ଅଂଚଳ ରେ, ଏ ବର୍ଷ ଧାନ ଫସଲ ଭଲ ହେଇଥିବା ବେଳେ ,ସୁଖେଇବା ପାଇଁ ମଣ୍ଡପ ନ ଥିବା ରୁ ରାସ୍ତା ରେ ଧାନ ସୁଖେଇବାକୁ ବାଧ୍ୟ ହେଉଛନ୍ତି ଚାଷୀ।

related posts

1 comment

Deepak Kumar majhi June 19, 2021 - 4:26 pm

👍

Reply

Leave a Comment