Home Breaking News / ତାଜା ଖବର ପରଲୋକରେ ଦେଶର ମହାନ୍ ଧାବକ ମିଲଖା ସିଂ

ପରଲୋକରେ ଦେଶର ମହାନ୍ ଧାବକ ମିଲଖା ସିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପରଲୋକରେ ଦେଶର ମହାନ୍ ଧାବକ ମିଲଖା ସିଂ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରୀରେ ତାଙ୍କର ନିଧନ ଘଟିଛି । ମୃତ୍ୟୁ ବେଳକୁ ତଙ୍କୁ ୯୧ ବର୍ଷ ଵୟସ ହୋଇଥିଲା । ୩୦ ଦିନ ତଳେ ସେ କରୋନା ସକ୍ରମଣର ଶିକାର ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଶେଷ ସମୟରେ ତାଙ୍କର ଅକ୍ସିଜେନ ସ୍ତର ପୁରା କମିଯାଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
୧୯୫୮ ରାଜ୍ୟଗୋଷ୍ଠି କ୍ରୀଡା ଓ ୧୯୬୦ ରୋମ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିଣିଥିଲେ । ତାଙ୍କର କ୍ରିଡା ସଫଳତା ଦେଶର ଆଜିର ପିଢୀଙ୍କ ପାଇଁ ଆଦର୍ଶ ହେବ ନିଶ୍ଚୟ । ଫ୍ଲାଇଙ୍ଗ୍ ଶିଖ୍ ଭାବରେ ପରିଚିତ ଏହି ମହାନ ଆଥଲେଟଙ୍କ ନିଧନ ଦେଶପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଆଉଛି ।

related posts

1 comment

Deepak Kumar majhi June 19, 2021 - 4:24 pm

👍

Reply

Leave a Comment