Home Breaking News / ତାଜା ଖବର ରାହୁଲ୍ ଗାନ୍ଧୀଙ୍କ ଜନ୍ମଦିନ ପାଳିଲା ଛାତ୍ର କଂଗେସ

ରାହୁଲ୍ ଗାନ୍ଧୀଙ୍କ ଜନ୍ମଦିନ ପାଳିଲା ଛାତ୍ର କଂଗେସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ: ଫୁଲବାଣୀ ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀ ରାହୁଲ୍ ଗାନ୍ଧୀଜୀ ଙ୍କ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଗଲା କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସାୟ ବୃଦ୍ଧା ବୃଦ୍ଧି ଏବଂ ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଓ
ଘର ଘର ବୁଲି ଶୁଖିଲା ଖାଦ୍ୟ ସହ କରୋନା ସଚେତନତା କରାଯାଇଥିଲା।
ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ମାନସ ନାୟକ, କେ. ତପନ କୁମାର ସୁବୁଦ୍ଧି, ସମୀର, ଅମରେଶ ଦନ୍ତ ରହି ପରିଚାଳନାରେ ସୋହୋଜୋଗ କରିଥିଲେ।

related posts

Leave a Comment