Home Breaking News / ତାଜା ଖବର ରାସ୍ତା ମଝିରେ ଅଟକିଛି କାର

ରାସ୍ତା ମଝିରେ ଅଟକିଛି କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳା କାନ୍ତ ବାତ୍ରା): ରାୟଗଡା ଜିଲ୍ଳା ବିଷମକଟକ ବ୍କକ ,ଚାଞ୍ଚଡାଗୁଡା ପଞ୍ଚାୟତ ର କେରାଣ୍ଡି ଗୁଡା ଜଗୁଆଳି ବିହିନ ରେଳ ଲାଇନ ମଝିରେ କୈଣସି ତ୍ରୁଟି ପାଇଁ କାର ଟିଏ ହଠାତ ଅଟକି ରହିଗଲା ଏତିକି ବେଳେ ଅପ୍ ଲାଇନ ରେ ଗୁଡସ୍ ଟ୍ରେନ ଆସୁଥିଲା ସେହି ପାଖରେ ରେଳ କର୍ମ ଚାରି ମାନେ କାର୍ଯ୍ୟରତ ଥିବାରୁ ଦେଖିକି ସାଙ୍ଗେ ସାଙ୍ଗେ ରଙ୍ଗପତକା ଦେଖାଇ ଟ୍ରେନ ଟିକୁ ଅଟକାଇଥିଲେ ,ଏଵ° କାର ଟିକୁ ଠେଳାପେଳା କରି ରେଳ କ୍ରସିଙ୍ଗ ପାରି କଲେ ଓ ଟ୍ରେନ ଟିକୁ ଗ୍ରୀନ ପତାକା ମାଧ୍ୟମ ରେ ପାସ କଲେ
ଉକ୍ତ କାର ରେ ଡ୍ରାଇଵର ସହିତ ୫,ଜଣ ଵ୍ୟକ୍ତି ଥିଲେ ଓ କାର୍ ଟି ଟୁର ରେ କେରାଣ୍ଡିଗୁଡା ଯାଉଥିଲା ବୋଲି ରେଳ କର୍ମଚାରି ମାନେ କୋହୁଥିଲେ ଏଭଲି ସମସ୍ୟା ଦେଖାଦେବାରୁ ସାଙ୍ଗେ ସାଙ୍ଗେ ରେଳ ବିଭାଗ ମୁନିଗୁଡା ରୁ RPF ଅଫିସର M M Jagtapଓ SSE ସଞ୍ଜୟ କୁମାର ଉପସ୍ଥିତ ରହି ଜଗୁଆଳି ବିହିନ ରେଳ ଫାଟକ କୁ ସିଲ୍ କରିବାକୁ ଗାତ ଖଲୁଥିବା ସମୟ ରେ ଖଵର ପାଇ ୧୮,ଖଣ୍ଡ ଗ୍ରାମ ର ଆଧିବାସି -ଯଥା-କେରାଣ୍ଡଗୁଡା ,କୋଡିଗୁମା,ଦୁରୁଗୁଡା,ଧାମନପାଙ୍ଗା ଇତ୍ୟାଦି ଅନେକ ଗ୍ରାମର ଲୋକ ଏକତ୍ରିତ ହୋଇ ଅଟକାଇଥିଲେ |ଏଵ° ଗ୍ରାମବାସି ମାନଙ୍କ କୋହିବା ନୁ ସାରେ ରେଳ ଵିଭାଗ ଜଗୁଆଳି ବିହିନ ଫାଠକ କୁ ସିଲ କରିବା ପାଇଁ କାର ଗୋଟେ ଆଣି ମଝିଲାଇନ୍ ରେ ରଖି ଚାଳ୍ ଚଲେଇ ଛନ୍ତି |ଏଣୁ ଗ୍ରାମ ବାସି ମାନଙ୍କ ଦାବି ଯଥା ଶିଘ୍ର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଦିଆଯାଉ |ଆମକୁ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ନ ଦବା ଯାଇ ଜଗୁଆଳି ବିହିନ ଫାଟକ କୁ ସିଲ୍ କରିବାକୁ ଦବୁନାହି |

related posts

Leave a Comment