Home Breaking News / ତାଜା ଖବର ଦୁଇଟି କାର ଧକ୍କା: ଭାଙ୍ଗିରୁଜି ନଷ୍ଟ

ଦୁଇଟି କାର ଧକ୍କା: ଭାଙ୍ଗିରୁଜି ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାନଖେମୁଣ୍ଡି(ପୁରୁଷୋତ୍ତମ ନାୟକ) ଦିଗପହଣ୍ଡି ଠାରୁ ବ୍ରହ୍ମପୁର ଯିବା ରାସ୍ତା ରେ ଦିଗପହଣ୍ଡି ଭାରତ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାର ମଧ୍ୟରେ ଧକା ହେଵାରୁ କାର ଦୁଇଟିଯାକ ସପୂର୍ଣ ରୂପେ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି|କାରରେ ବସିଥିବା ମୋହନା ଅଞ୍ଚଳର ଆଶ୍ୱାସନା ନାୟକ ଗୁରୁତର ଆହତ ହୋଇଛନ୍ତି ତୁରନ୍ତ 108ଆମ୍ବଲେସ ଆସି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ଆହତ ମାନଙ୍କୁ ପଠା ଯାଇଛି |

related posts

1 comment

Deepak Kumar majhi June 19, 2021 - 4:23 pm

👍

Reply

Leave a Comment