Home Breaking News / ତାଜା ଖବର ସାସଂଦ ରମେଶ ମାଝୀଙ୍କ ଦ୍ୱାରା ରାଇଘର ବ୍ଲକ ଠାରେ ଭିଭିନ ସ୍ଥାନରେ ଭିତ୍ତିପ୍ରସ୍ତ ଉଦଘାଟନ

ସାସଂଦ ରମେଶ ମାଝୀଙ୍କ ଦ୍ୱାରା ରାଇଘର ବ୍ଲକ ଠାରେ ଭିଭିନ ସ୍ଥାନରେ ଭିତ୍ତିପ୍ରସ୍ତ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ଆଜି ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ବ୍ଲକରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଦିନିକିଆ ଗ୍ରସ୍ତ କରି ବିଭିନ୍ନ ମନ୍ଦିରର ଉନ୍ନତି କରଣ ଏବଂ ଉଦଘାଟନ କରିବା ସହ ଭିର୍ତ୍ତି ପ୍ରସ୍ତର ଦେଇଥିଲେ !ରାଇଘର ବ୍ଲକ ର ପାରୁଅ ମନ୍ଦିର ଉନ୍ନତି କରଣ ନିମନ୍ତେ -3,00,000
ଗଣ୍ଡୱାନା ଭବନ ପାଚେରୀ ନିମନ୍ତେ-4,00,000
କାନାହାଣ୍ଡି ମା କୋଙ୍କୁଳୁନି ଗୁଡ଼ି ଉନ୍ନତି କରଣ-2,00,000
ରାଇଘର ଜଗନ୍ନାଥ ମନ୍ଦିର ଉନ୍ନତି କରଣ ନିମନ୍ତେ -5,00,000
ଛେଳିଡ଼ଙ୍ଗରି ମନ୍ଦିର ଉନ୍ନତି କରଣ ନିମନ୍ତେ-2,00,000
କୋଷକୋଙ୍ଗା ପାଚେରୀ ନିର୍ମାଣ-3,00,000
ହାଟଭରଣ୍ଡି ମନ୍ଦିର ଉନ୍ନତି କରଣ-2,00,000
ଧଡ଼ର କଲୋନୀ ଗୋଷ୍ଟୀ କେନ୍ଦ୍ର-3,00,000
ରାଇଘର କଳସୀ ଗୁଡ଼ି ପାଚେରୀ ନିର୍ମାଣ-5,00,000
ହାଟଭାରଣ୍ଡ ଗୁଡ଼ି ମନ୍ଦିର-3,00,000 ମୋଟ 32,00,000ଲକ୍ଷ୍ୟ ଟଙ୍କାର ଭିର୍ତ୍ତି ପ୍ରସ୍ତର ଦେଇଥିଲେ ମାନ୍ୟବର ସାଂସଦ ଶ୍ରୀ ମାଝୀ ତା ସହ ରାଇଘର ଠାରେ କଲାର ସମାଜ ଗଷ୍ଟି କେନ୍ଦ୍ର ଉଦଘାଟନ କରିଥିଲେ !ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ସଂଯଜୋକ ପ୍ରମୋଦ ପାଢ଼ୀ,ଯୋଗଦାନ କରିଥିଲେ !ସାଂସଦଙ୍କ ଗ୍ରସ୍ତ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଗଣ୍ଡ, ବିଜେଡି ବ୍ଲକ ସଭାପତି ରାଇସିଂ ଗଣ୍ଡ, ଡବ୍ଲୁ ଗଣ୍ଡ, ପ୍ରଣବ ଭୂୟାଁ, ରବୀସିଂ ପାଣ୍ଡେ, ଯତୀନ୍ଦ୍ର ନାଥ ଗଣ୍ଡ, ସାଇକ ଗଣ୍ଡ, ଜୟଦେବ ପୂଜାରୀ, ସୁବାଷ ଗଣ୍ଡ, କୈଳାଶ ନାଗ, ମନୋହର ପାରି, କମଲ ବାଛଡ଼, ମୁନା ପାତ୍ର, ରାଜେଶ ଅଧିକାରୀ, ଗୁପ୍ତ ପ୍ରସାଦ ଝାଙ୍କର, ବିଜୟ ସିଂ ରାଜପୁତ, ଅଭିଜିତ ତରଫଦାର, ସୋନୁ ଗଣ୍ଡ, ପେଶୀରାମ ଗଣ୍ଡ, ଚରଣ ଗଣ୍ଡ, ଲମ୍ବୁଧର ମାଝୀ, ପ୍ରେମଲାଲ ମାଝୀ, ବଣ୍ଟୁ ମାଳି, ଦିଲ୍ଲୀପ ପାତ୍ର, ଚୌଧୁରୀ ଗଣ୍ଡ, ଗୌଦାସ ଗଣ୍ଡ,ରାଜେଶ ଗଣ୍ଡ,ତଥା ବିଜେଡି ମିଡ଼ିଆ ସଂଯଜୋକ ହେମନ୍ତ କୁମ୍ଭାର ଉପସ୍ଥିତ ରହିଥିଲେ !

related posts

1 comment

Deepak Kumar majhi June 19, 2021 - 4:26 pm

👍

Reply

Leave a Comment