Home Breaking News / ତାଜା ଖବର ଘାଗରାମୁଣ୍ଡା ଠାରୁ ଅସନବାହାଳି ରାସ୍ତା ମରଣଜନ୍ତା

ଘାଗରାମୁଣ୍ଡା ଠାରୁ ଅସନବାହାଳି ରାସ୍ତା ମରଣଜନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ସଦର ମହକୁମା ଘାଗରାମୁଣ୍ଡା ଠାରୁ ଅସନବାହାଳି ରାସ୍ତା ପାଲଟିଛି ମରଣଜନ୍ତା ।ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଇ ପାରୁ ନାହିଁ ।ରାସ୍ତାର ଚିତ୍ର ଦେଖିଲେ ଜାଣିପାଇବେ ରାସ୍ତାର ଅବସ୍ଥା କଣ ଅଛି ।ରାସ୍ତରେ ସମ୍ପୂର୍ଣ ଭାବେ କେବଳ ମାଟି ପଡି ଅଛି ।ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ଗୋଟିଏ ପଞ୍ଚାୟତ ର ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ଗମନାଗମନ ର ସୁବିଧା ନହେବା ଏକ ପରିତାପର ବିଷୟ ।ଏହି ରାସ୍ତା ଉପରେ ଘାଗରାମୁଣ୍ଡା ପଞ୍ଚାୟତ ଓ ବିରିବୋଲାଇ ପଞ୍ଚାୟତ ର ଜନସାଧାରଣ ନିର୍ଭର କରିଥାନ୍ତି ।ପ୍ରଶାସନ ପକ୍ଷରୁ ଏହି ରାସ୍ତାର ମରାମତି କରାନଗଲେ ଆଗାମୀ ଦିନରେ ଅଶନବାହାଳି ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

related posts

1 comment

Deepak Kumar majhi June 18, 2021 - 5:05 pm

👍

Reply

Leave a Comment