Home Breaking News / ତାଜା ଖବର ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡ଼ମ୍ବାର କଙ୍କଡ଼ାଯୋଡି ହାଇସ୍କୁଲ ପରିସରରେ ” ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ” ବଡ଼ମ୍ବା ପୂର୍ବାଞ୍ଚଳ ଉଦ୍ୟମ (Initiative) ଆନୁକୂଲ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ରବି ସାହୁଙ୍କ ତତ୍ୱାବଧାନରେ ଗ୍ରାମର ବରିଷ୍ଠ ନାଗରିକ , ଯୁବଗୋଷ୍ଠୀର ସହଯୋଗରେ ” ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ହୋଇ ୫୧ ୟୁନିଟ ରକ୍ତ କଟକ ବ୍ଲଡ଼ ବ୍ୟାଙ୍କ କର୍ମଚାରୀଙ୍କ ଦ୍ଵାରା ସଂଗୃହୀତ ହୋଇଛି । ଏଥିରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ କୋଭିଡ ସମୟରେ ଯୁବଗୋଷ୍ଠୀର ଏ ଉତ୍ସାହକୁ ଅଭିନନ୍ଦନ ଜଣାଇବା ସହ ରକ୍ତଦାତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

related posts

1 comment

Deepak Kumar majhi June 18, 2021 - 4:48 am

👍

Reply

Leave a Comment