Home Breaking News / ତାଜା ଖବର ବଡ଼ମ୍ବାରେ ୨୦ କୋଭିଡ ପଜିଟିଭ, ନରସିଂହପୁରରେ ୧୧ ସର୍ବମୋଟ ୩୧ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବାରେ ୨୦ କୋଭିଡ ପଜିଟିଭ, ନରସିଂହପୁରରେ ୧୧ ସର୍ବମୋଟ ୩୧ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଗୁରୁବାର ରିପୋର୍ଟ ଅନୁଯାୟୀ ବଡ଼ମ୍ବାରେ ୨୦ କୋଭିଡ ପଜିଟିଭ,ନରସିଂହପୁରରେ ୧୧ ସର୍ବମୋଟ ୩୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାର ମହୁଲିଆରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ, ମାଣିଆବନ୍ଧରୁ ୩ଜଣ, ତୁଳସୀପୁରରେ ୨ଜଣ, ଗୋବର୍ଦ୍ଧନପୁର, କଙ୍କଡ଼ାଯୋଡି, ଜାନିସାହି ପ୍ରଭୃତି ଗାଁରୁ ସଂଲଗ୍ନ ପଡୋଶୀ ଅଞ୍ଚଳ ରୁ ବାକି ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ରେ ବାଗଧରିଆ, ସଂଲଗ୍ନ ଦାଶରଥୀପୁର, କାଞ୍ଜିଆପଦା, ମହିଗଡ଼ରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ, ଗୁହାଳସାହି, ରେଗେଡା ନୂଆଗାଁ, ଅଲରାରୁ ବାକି ଚିହ୍ନଟ ହୋଇଛନ୍ତି । ଆଇଁସିଆରେ testing camp ଅନୁଷ୍ଠିତ ହୋଇଛି ।

related posts

1 comment

Deepak Kumar majhi June 18, 2021 - 4:48 am

👍

Reply

Leave a Comment