Home Breaking News / ତାଜା ଖବର ଆସନ୍ତା ୨୧ରୁ ଅନଲାଇନ ପାଠପଢା: ପିଲାଏ ପାଠ ପାସୁରିଦେଲେଣି

ଆସନ୍ତା ୨୧ରୁ ଅନଲାଇନ ପାଠପଢା: ପିଲାଏ ପାଠ ପାସୁରିଦେଲେଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରେ। ନାସଂକ୍ରମଣ ପାଇଁ ଦେଢବର୍ଷ ରୁ ଅଧିକ ହେଲାଣି ପିଲାମାନେ ସ୍କୁଲ ମୁହଁ ଦେଖିନାହାନ୍ତି । ଏଣେ ପ।ଠପଢା ସବୁ ନଷ୍ଟ ହେଲାଣି। ଚଳିତବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ସମସ୍ତେ ଭାବୁ ଥିଲେ, ହେଲେ ଶିକ୍ଷାବର୍ଷ ଆରମ୍ଭ ରୁ କରେ। ନାରଦ୍ଵିତୀୟ ଲହର ପାଇଁ ଲକ ଡାଉନ ହୋଇଗଲା। ଏବେ ଯଦିଓ ସଂକ୍ରମଣ କମୁଛି ହେଲେ ସ୍କୁଲ ଖୋଲିବା ପରି ପରିସ୍ଥିତି ନାହିଁ। ଫଳରେ ସ୍ଥିତିରେ ସୁଧାର ଆସିବା ଯାଏ ଅନଲାଇନରେ ପାଠପଢ଼ା ଆରମ୍ଭ କରିବାଲାଗି ସରକାର ଚିନ୍ତାକରି ଆସନ୍ତା ୨୧ରୁ ରୁ ଅନଲାଇନରେ ପାଠପଢା ଆରମ୍ଭ କରିବାକୁ କହିଛନ୍ତି । ଏନେଇ ସବୁ ଶିକ୍ଷା ଜିଲ୍ଲା ଅଧିକାରୀମାନଙ୍କୁ ଅବଗତ କରିଛନ୍ତି ସରକାର । ହେଲେ ସବୁ ପିଲାଙ୍କ ପାଖରେ ସ୍କାର୍ଟଫୋନ ନାହିଁ କିମ୍ବା ସବୁସ୍ଥାନରେ ନେଟୱାର୍କ ବିନାହିଁ। ଆଉ ଅନ୍ଲାଇନରେ ପିଲାମାନେ ପାଠବୁଝିପାରୁନାହଁ।ନ୍ତି। ଯାହା ଫଳରେ ପିଲାମାନେ କୋର୍ସ ବିଷୟ ଜାଣିପାରୁନାହ।ନ୍ତି ଜିଲ।ରେ ସର କାରି.ଅନୁଦାନପ୍ରାପ୍ତ ବେସରକାରି ସ୍କୁଲ ଓ ଅନ୍ୟାନ୍ୟ ପ୍ରାଥମିକ ସ୍କୁଲରେ ୧ ଲକ୍ଷ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଛନ୍ତି । ସରକାରୀ ସ୍କୁଲରେପ୍ରଥମରୁ ୭ମଯାଏ ପାଠ ପଢୁଥିବା ଛାତ୍ରଛାତ୍ରୀ କୁ ଆଡେ ପାଠ ସବୁ ଭୁଲିଗଲେଣି । ନା ସେମାନେ ଅନଲାଇନରେ ପାଠ ପଢୁଛନ୍ତି ନା ଘରେ ବାପା ମା ପଢ଼ାଉଛନ୍ତି ସେମାନଙ୍କୁ। କେବଳ ଖେଳିବୁଲି ବର୍ଷ ବର୍ଷ ସମୟ ଚାଲି ଗଲାଣି ସେମାନଙ୍କର। ଏପରିକି ନିଜ ନା ବି ଲେଖିବା କଷ୍ଟ। କେହି କେହିସ୍କୁଲର ନା ବି ଭୁଲିଗଲେଣି । ଏପରି ସ୍ଥଳେ ସେମାନଙ୍କ ଭବିଷ୍ୟତକୁ ନେଇ ଉଠିଲ।ଣି ପ୍ରଶ୍ନ।
ସେହିପରି ୮ ମ ରୁ ୧୦ ମ ପିଲାଙ୍କ କଥାନ କହିବା ଭଲ ।
କନ୍ଧମାଳ ଜିଲ୍ଲାରେ ମାତ୍ର ୨୦ରୁ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ସ୍କାର୍ଟଫୋନ ସୁବିଧା ଅଛି । ତେବେ ସେମାନେ ମଧ୍ୟ ଅନଲାଇନ ପାଠପଢାରେ ପାଠଭଲରେ ବୁଝିପାରୁ ନାହାନ୍ତି । ବିଶେଷକରି ଗଣିତ। ଇଂରାଜୀ,ବି ଜ୍ଞାନ ପାଠ ଜାଣିବା ସମ୍ଭବ ହେଉ ନ ଥିବା କହୁଛନ୍ତି ଛାତ୍ରଛାତ୍ରୀ। ଅଭିଭାବକମାନେ ମଧ୍ୟ ଅନଲାଇନ ପ।ଠ ସପକ୍ଷରେ ନାହିଁ।ନ୍ତି ।
କରେ ।ନା ସଂକ୍ରମଣ ଆଉ ଟିକିଏକମିଲେ କମ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିପାଠପଢ଼ାଯାଉ ବୋଲି କିଛି ଅଭିଭାବକମତବ୍ୟକ୍ତ କରିଛନ୍ତି । ଅନ୍ତତଃ ଅଷ୍ଟମ,୯ମ,ଓ ୧୦ ମ ଶ୍ରେଣୀ ଖୋଲିବା ଆବଶ୍ୟକ। ତେବେ ଶିକ୍ଷା ଅଧିକାରି ଓ ଶିକ୍ଷକମାନେ ମଧ୍ୟ ଅନଲାଇନ ପାଠପଢ଼ାରେ ସବୁ ଛାତ୍ରଛାତ୍ରୀ ପାଠ ପଢିବା ସୁଯୋଗ ପାଉ ନ ଥିବା କଥାକୁ ସ୍ଵୀକାର କରିଛନ୍ତି । ତେବେ ସ୍କୁଲକେବେ ଖୋଲିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ ଏନେଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଯାହା ନିଷ୍ପତ୍ତି ନେବେ ସେ ଅନୁସାରେ ପରବର୍ତୀ ପଦ 6କ୍ଷପ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରି କହିଛନ୍ତି ।

related posts

1 comment

Deepak Kumar majhi June 17, 2021 - 3:01 pm

👍

Reply

Leave a Comment