Home Breaking News / ତାଜା ଖବର ଫୁଲବାଣୀରୁ ୩ ଓ ଜିଲ୍ଲାରୁ ୫୬ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୩ ଓ ଜିଲ୍ଲାରୁ ୫୬ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ସରକାର ଅନଲକ ପ୍ରକ୍ରିୟାରେ କୋହଳ କରି ଛନ୍ତି ।
ଜିଲ୍ଲାରେ ବୁଧବାର ମୋଟ ୫୬ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ମାତ୍ର୩ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୩ଜଣ ଯାକ ଡ଼ାତପାଜୁର । ସେହିପରିଫୁଲବାଣୀବ୍ଳକ ଅଞ୍ଚଳରୁ ୨ଜଣ ମାତ୍ର କରେ ।ନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି ।
ସେହିପରି ବୁଧବାର ବାଲିଗୁଡ଼ା ରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୯ ଫିରିଙ୍ଗିଆ ୩,ରାଇକିଆ ୯,ଚକାପାଦ ୨, ଟିକା ବାଲି ୧୦,ଖଜୁରୀପଡା ୩ ତୁମୁଡିବନ୍ଧ,ଜିଉଦରଗିରି୬,
୧,କୋଟଗଡ଼ ୩,, ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଜଣେ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୨୫୨ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର୫୭୯ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ୬୨୮ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi June 16, 2021 - 5:47 pm

👍

Reply

Leave a Comment