Share with
ବଡ଼ମ୍ବା(ବିନୋଦ ନନ୍ଦ): ବଡ଼ମ୍ବାରେ ଆଜି ୧୦ ଜଣ , ନରସିଂହପୁର ରେ ୯ ଜଣ କୋଭିଡ ପଜିଟିଭ ସର୍ବମୋଟ ୧୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବଡ଼ମ୍ବାର ମୁଳିଆବାଙ୍କରୁ ୩ ଜଣ ଚିହ୍ନଟ ହେଲାବେଳେ ମାଣିଆବନ୍ଧ, କଣ୍ଢା, ଗୋପପୁର, ଇଚ୍ଛାପୁର , ମହୁଲିଆ ପ୍ରଭୃତି ଗ୍ରାମ ପଞ୍ଚାୟତରୁ ବାକି ଚିହ୍ନଟ ହୋଇଛନ୍ତି ।
ସେହିପରି ନରସିଂହପୁରର ଉଲ୍ଲାସକୋଟ, କାଞ୍ଜିଆପଦା, ଚମ୍ପେଶ୍ୱର, ଋଷିପଡା, ଅଲରା, ପାଇକପଡାପାଟଣା, ନିଜିଗଡ଼ ବାଲିସାହି, ବସନ୍ତପୁର, ରଣସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
1 comment
👍