Home Breaking News / ତାଜା ଖବର ନରସିଂହପୁରରେ ୯ ଜଣ କୋଭିଡ ପଜିଟିଭ

ନରସିଂହପୁରରେ ୯ ଜଣ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା(ବିନୋଦ ନନ୍ଦ): ବଡ଼ମ୍ବାରେ ଆଜି ୧୦ ଜଣ , ନରସିଂହପୁର ରେ ୯ ଜଣ କୋଭିଡ ପଜିଟିଭ ସର୍ବମୋଟ ୧୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାର ମୁଳିଆବାଙ୍କରୁ ୩ ଜଣ ଚିହ୍ନଟ ହେଲାବେଳେ ମାଣିଆବନ୍ଧ, କଣ୍ଢା, ଗୋପପୁର, ଇଚ୍ଛାପୁର , ମହୁଲିଆ ପ୍ରଭୃତି ଗ୍ରାମ ପଞ୍ଚାୟତରୁ ବାକି ଚିହ୍ନଟ ହୋଇଛନ୍ତି ।

ସେହିପରି ନରସିଂହପୁରର ଉଲ୍ଲାସକୋଟ, କାଞ୍ଜିଆପଦା, ଚମ୍ପେଶ୍ୱର, ଋଷିପଡା, ଅଲରା, ପାଇକପଡାପାଟଣା, ନିଜିଗଡ଼ ବାଲିସାହି, ବସନ୍ତପୁର, ରଣସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

related posts

1 comment

Deepak Kumar majhi June 16, 2021 - 5:41 pm

👍

Reply

Leave a Comment