Home Breaking News / ତାଜା ଖବର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚନ୍ତ କର୍ମନିଯୁକ୍ତି ଯୋଜନାରେ ମେସିନ କରୁଛି କାମ

ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚନ୍ତ କର୍ମନିଯୁକ୍ତି ଯୋଜନାରେ ମେସିନ କରୁଛି କାମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ସରକାର ଅନେକ ଯୋଜନା କରିଛନ୍ତି ,ହେଲେ ସେ ଯୋଜନା କିଭଳି ହେଉଛି ବାଟବଣା,ମହାମାରୀ କରୋନା ରେ ସାଧାରଣ ଲୋକଙ୍କ ପାଇଁ, ଓଡିଶାରେ ମୋ ସରକାର 5T ଭଳି ଉଚ ପଦସ୍ଥ ଅଧିକାରୀ ମାନେ ଦାଇତ୍ଵ ପରିଚାଳନା କରୁଥିଲେ ମଧ୍ୟ ତାହା ଆଜି ଗରିବ ଖଟିଖିଆ ଙ୍କୁ ମାନଙ୍କୁ ଅଟହାଶ୍ୟ ସଦୃଶ୍ୟ,ଏ ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଆମ୍ବପଡା ଗ୍ରମପଞ୍ଚାୟତ, କଣ୍ଟିକିଳା ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚନ୍ତ କର୍ମ ନିଯୁକ୍ତି ଯୋଜନା କିଭଳି ହୋଉଛି ବାଟବାଣା, କରୋନା ର ଦିତୀୟ ଲହରୀ ସମୟରେ ଗରିବ ଖଟିଖିଆ ମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଗାଁ କୁ ସରକାରୀ ଯୋଜନା ରେ ମାଟି ରାସ୍ତା ନିର୍ମାଣ ପାଇଁ ଆସିଥିଲା ୬ଲକ୍ଷ ଟଙ୍କାର ସରକାରୀ ଅନୁଦାନ ରାଶି ,ଗାଁରେ ୩ଶହ ରୁ ଉର୍ଦ୍ଧ ଜବ କାଡ ଧାରୀ ହାତ ବାନ୍ଦି ଘରେ ବସିଥିବା ବେଳେ ସେଠି ମେସିନ କରୁଛି କାମ ,ଗ୍ରାମ ବାସି ମାନେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରୀ ମଣ୍ଡଳ ଉନ୍ନୟନ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ, ତାହା କୈଣସି ଫଳପ୍ରଦ ମିଳିନାହଁ,ସରକାର କେବେ ଶୁଣିବେ ଜବ କାଡ ଧାରୀ ଙ୍କ ଦୁଖଃ କେବେ ପାଇବେ ଏମାନେ କାମ ,ତାହା ଦେଖିବାକୁ ବାକି ରହିଲା

related posts

1 comment

Deepak Kumar majhi June 15, 2021 - 4:34 pm

👍

Reply

Leave a Comment