Home Breaking News / ତାଜା ଖବର ଫୁଲବାଣୀରୁ ୪ ଓ ଜିଲ୍ଲାରୁ ୬୨ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୪ ଓ ଜିଲ୍ଲାରୁ ୬୨ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟା ବର୍ତ୍ତମାନ ୩.୫ ପ୍ରତିଶତ ରହିଛି । ଫଳରେ ୧୭ ପରେ ସରକାର ଅନଲକ ପ୍ରକ୍ରିୟାରେ କିଛି କୋହଳ କରି ପIରନ୍ତି।
ସୋମବାର ମୋଟ ୬୨ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୪ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୪ଜଣ ଙ୍କ ମଧ୍ୟରୁ ଢିପା ସାହି, ଡିଏଚଏଚ.ଡ଼ାକ ପାଲା, କଲ୍ୟାଣ ନଗର ରୁ ଜ6ଣ ଲେଖାଁଏ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀବ୍ଳକ ଅଞ୍ଚଳରୁ ୨ଜଣ ମାତ୍ର କରେ ।ନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି ।
ସେହିପରି ସୋମବାର ବାଲିଗୁଡ଼ା ରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୧୨,,ଜିଉ ଦୟଗିରି ୬, କନୂଆଗାଁ ୩, କୋଟଗଡ୬,ଫିରିଙ୍ଗିଆ ୪, ରାଇକିଆ ୩,ଚକାପାଦ ୩, ଟିକା ବାଲି ୪ଖଜୁରୀପଡା ୮, ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୧୪୧ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୪୨୫ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ୬୭୨ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment