Home Breaking News / ତାଜା ଖବର ବିକାଶ ପଥେ ତାଳଚେର
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ତାଳଚେର ନିର୍ବାଚନ ମଣ୍ଡଳୀ ଡ଼ଅଁରା ଗ୍ରାମ ପଞ୍ଚାୟତ ଡ଼ଅଁରା ଉଚ୍ଚ ବିଦ୍ୟାଳୟରେ ୨ଗୋଟି ଅତିରିକ୍ତ ଶ୍ରେଣୀ ଗୃହ ଓ ଆମ୍ବେଦକର ପାର୍କର ଗୋଷ୍ଠୀ କେନ୍ଦ୍ର ଓ ପାଚେରୀକୁ ମାନ୍ୟବର ସାଂସଦ, ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ଓ ମାନ୍ୟବର ବିଧାୟକ, ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଉଦଘାଟନ କରିବା ସହିତ ବାଲିମୁଣ୍ଡା ପୋଖରୀ ଆଦର୍ଶ ବନ୍ଧ, ହରପାର୍ବତୀ ଯୁବକ ସଂଘ ଠାରୁ ଭଗବତ ରଗୁଡି ପର୍ଯ୍ୟନ୍ତ ରାସ୍ତା, କଲ୍ୟାଣ ମଣ୍ଡପ, ମିନି ଷ୍ଟାଡିୟମର ଉନ୍ନତିକରଣ ଓ ଡ଼ଅଁରା-ନତଡା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ।

related posts

Leave a Comment