Home Breaking News / ତାଜା ଖବର ନରସିଂହପୁରରେ ଆଜି ୧୩ଜଣ ବଡମ୍ବାରେ ୭ଜଣ ସର୍ବମୋଟ ୨୦ଜଣ କୋଭିଡ ପଜିଟିଭ ଚିହ୍ନଟ

ନରସିଂହପୁରରେ ଆଜି ୧୩ଜଣ ବଡମ୍ବାରେ ୭ଜଣ ସର୍ବମୋଟ ୨୦ଜଣ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁର ଘୋରାଡିଆରୁ ୫ଜଣ, ଫୁଲପଡା, ନିଜିଗଡ଼-ବାଲିସାହି, କାଞ୍ଜିଆପଦା, ସାଗରରୁ ବାକି ଚିହ୍ନଟ ହୋଇଛନ୍ତି।

ସେହିପରି ବଡମ୍ବା କେଶାବେରେଣୀରୁ ୨ଜଣ, ବଡମ୍ବାଗଡ଼, ତୁଳସୀପୁର, କୁଆଁରପାଳରୁ ବାକି ଚିହ୍ନଟ ହୋଇଛନ୍ତି।

ନରସିଂହପୁର ଗୁହାଳସାହିରୁ କଟକ ବଡ଼ଡାକ୍ତରଖାନା ରେଫର ହୋଇଥିବା (୨୫ତାରିଖ) ଜଣେ ୪୧ବର୍ଷ ବୟସ୍କ ପରେ ୟୁନିକ କୋଭିଡ ହସ୍ପିଟାଲକୁ ୩ତାରିଖରେ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କର ଆଜି ସକାଳୁ ମୃତ୍ୟୁ ହୋଇଯାଇଛି। ଅଳ୍ପ ବୟସରେ ତାଙ୍କ ବିୟୋଗ ଦୁଃଖଦ ଘଟଣା।

related posts

Leave a Comment