Home Breaking News / ତାଜା ଖବର ପାଣି ସମସ୍ୟା ଦୂର କଲେ ବିଧାୟକ ଦେବି ମିଶ୍ର

ପାଣି ସମସ୍ୟା ଦୂର କଲେ ବିଧାୟକ ଦେବି ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ବଡ଼ମ୍ବା କୋଭିଡ କେୟାର ସେଣ୍ଟରରେ ପାଣି ଅଭାବ ବିଷୟରେ ଖବର ପାଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏ ସମ୍ପର୍କ ରେ ବିଡ଼ିଓ ଙ୍କୁ ପଚାରିଥିଲେ | ଏହି ସେଣ୍ଟର ପାଇଁ ଥିବା boring point ରୁ ମୁଖ୍ୟ pointରେ ପାଣି Dry ହୋଇଯାଇଥିବା କହିଥିଲେ ବିଡିଓ |ତେଣୁ tanker ଯୋଗେ ପାଣି ଯୋ ଗେଇଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ଜିଲ୍ଲାପାଳ ମଧ୍ୟ ଏହି ବିଷୟରେ ତଦାରଖ କରିଥିଲେ । ସନ୍ଧ୍ୟାରେ ସମ୍ପୃକ୍ତ ଇଂଜିନିୟର Boring point ର ମୋଟର ପୋଡି ଯାଇଥିବା ଜାଣି ତାକୁ ମରାମତି କରିବା ପାଇଁ ପଠାଇଥିଲେ ।

ଆଜି ସକାଳୁ ବିଧାୟକ ଶ୍ରୀ ମିଶ୍ର କୋଭିଡ କେୟାର ସେଣ୍ଟରରେ ପହଂଚିଥିଲେ |୫ ହଜାର ଲିଟର ପାଣି ଦିଆଯାଇଥିବା ଜାଣିବା ପରେ ମଧ୍ୟ ଆଉ ୫ହଜାର ଲିଟର ପାଣି tanker ରୁ ଟାଙ୍କି କୁ ଆଣି ଦିଆଯାଉଥିବା ଦେଖିଲେ |କର୍ମଚାରୀଙ୍କ ସଂଗେ ଆଲୋଚନା କଲା ବେଳେ କାଲି ରାତିରେ କେହି Bathroom ର Tap ଖୋଲି ଦେଇଥିବାରୁ ପାଣି ଶୀଘ୍ର ସରିଯାଇଥିବା କହିଥିଲେ । bathroom ର କବାଟ ଭାଙ୍ଗିଦେଇଥିବା ମଧ୍ୟ କହିଥିଲେ । ଶ୍ରୀ ମିଶ୍ର ଏ ସମ୍ପର୍କରେ CCC ର Inchrge ଙ୍କୁ ଏହାକୁ ଅନୁଧ୍ୟାନ କରିବା ସହିତ ପାଣି ବ୍ୟବସ୍ଥା ଜଗିବା ପାଇଁ ଲୋକ ରଖିବା ପାଇଁ ନିର୍ଦେଶ ଦେଇଥିଲେ । Boring point ସଜାଡି ହେବା ଯାଏଁ tanker ଯୋଗେ ନିରବଚ୍ଛିନ୍ନ ପାଣି ଯୋଗାଇଦିଆଯିବ ଏବଂ ତାପରେ ମଧ୍ୟ ସବୁବେଳେ Emergency ପାଇଁ ଅତିରିକ୍ତ ପାଣି ଟ୍ଯାଙ୍କର ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ |

related posts

Leave a Comment