Home Breaking News / ତାଜା ଖବର କରୋନା ଟୀକା ନେବା ଜାଗାରେ ଚୁମ୍ବକୀୟ ଶକ୍ତି: ଚାମଚ ଓ କୋଏନ ଟାଣୁଛି

କରୋନା ଟୀକା ନେବା ଜାଗାରେ ଚୁମ୍ବକୀୟ ଶକ୍ତି: ଚାମଚ ଓ କୋଏନ ଟାଣୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): କରନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ୱାରା ଟୀକା ଦିଆଯାଉଥିବା ସ୍ଥାନରେ ଅର୍ଥାତ ବାହୁ କିମ୍ବା ପିଛାରେ ଚୁମ୍ବକୀୟ ଶକ୍ତି ଉତ୍ପନ ହେଉଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଦ୍ଵିତୀୟ ଡୋଜ଼ ଟୀକା ନେବା ପରେ ଘରକୁ ଆସି ଚାମୁଚ କୋଏନ କୁ ସଟେଇଲେ ସେଠାରେ ଲାଗି ରହିଥିବା ଦେଖିବାକୁ ମିଳିଛି। କେତେକ ଲୋକ ଙ୍କ ମନରେ ଟିକାକୁ ନେଇ ଭିଭିନ ଭ୍ରାନ୍ତ ଧାରଣା ରହିଥିବା ବେଳେ ଏହି ଭଳି ଅଦ୍ଭୁତ ଚିତ୍ରକୁ ସମସ୍ତେ ସହଜରେ ନେଉ ନାହାନ୍ତି। କେତେକ ମିଛ ଗୁଜବ କହୁଛନ୍ତି କି ଟୀକା ନେଲେ ମଣିଷ ମୃତ୍ୟୁ ମୁଖରେ ପଡୁଛି, କେତେକ କହୁଛନ୍ତି କି ଜ୍ୱର ଆସୁଛି, ଟୀକା ନେଲା ବେଳେ ସାମାନ୍ୟ ଜ୍ୱର ଆସିବା ସାଧାରଣ କଥା ତେଣୁ କାହାରିକୁ ଭୟଭୀତ ନ ହେବାକୁ ସ୍ୱାସ୍ତ୍ୟ ବିଶେଷଜ୍ଞ ଙ୍କ ମତ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଏହିକିଯେ ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି ରାଜେନ୍ଦ୍ର ସାହୁ ଟିକାର ଦ୍ବିତୀୟ ଡୋଜ଼ ନେଇ ଘରକୁ ଫେରି ଏହି ଗୁଜବ ସତ କି ମିଛ ପରୀକ୍ଷା ମୂଳକ ଭାବେ ଚାମୁଚ କୋଏନ ଲଗାଇଥିଲେ ତାହା ସତକୁ ସତ ଲାଗି ରହିଥିଲା। ଶ୍ରୀ ସାହୁ କହିଛନ୍ତି କି ପିଲାଙ୍କ ଠାରୁ ଶୁଣି ପରୀକ୍ଷା କଲାପରେ ମୁ ଜାଣିପାରିଲି ଏଥିରେ କିଛି ଭୟଭୀତ ହେବାର ଥିବା ଭଳି ଲାଗିନୀ ତେଣୁ କେହି ଭୟଭୀତ ହେବାର ନାହିଁ । ଜୀବନ ସୁରକ୍ଷା ପାଇଁ ସମସ୍ତେ ଟୀକା ନେଇ ସୁରକ୍ଷିତ ହେବାକୁ ଅନୁରୋଧ କରିଛନ୍ତି। ଅନ୍ୟ ଦେଶରେ ଟୀକା ସାଧାରଣ ଜନତାଙ୍କୁ ମାଗଣାରେ ଉପଲବ୍ଧ କରାଯାଇନି କିନ୍ତୁ ଭାରତ ସରକାର ଘୋଷଣା କରିଛନ୍ତି କି ଭାରତର ସମସ୍ତ ନାଗରିକଙ୍କୁ ମାଗଣାରେ ଟୀକା ପ୍ରଦାନ କରାଯିବ ବୋଲି।ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଦୁଢିଯିବିଙ୍କ

related posts

Leave a Comment