Home Breaking News / ତାଜା ଖବର ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୨୮ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୨୮ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାରେ ରବିବାର ୨୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୬ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୬ଜଣ ଙ୍କ ମଧ୍ୟରୁ ଢିପା ସାହି, ରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ମାଷ୍ଟ୍ରପଡ଼ା ଓ ଡାକ ପାଲା ଅଞ୍ଚଳରୁ ଜଣେ ଲେଖାଁଏ କରେ ନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି ।
ସେହିପରି ରବିବାର ବାଲିଗୁଡ଼ା ସହରର ଜଣେ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୪,ଜିଉ ଦୟଗିରି ୬, କନୂଆଗାଁ ୧, କୋଟଗଡ୨,ଫିରିଙ୍ଗିଆ ୩, ରାଇକିଆ ୧,ଚକାପାଦ ୧, ଟିକା ବାଲି ୨, ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କନ୍ଧମାଳର ଜ6ଣ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୦୭୯ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୩୭୬ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ୬୫୯ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment