Home Breaking News / ତାଜା ଖବର କରୋନା ଟିକା ନେବାପରେ ପାଲଟି ଗଲେ ଚୁମ୍ବକ ମଣିଷ, ଦେହରେ ଲାଗିଯାଉଛି ଷ୍ଟିଲ ଚାମଚ

କରୋନା ଟିକା ନେବାପରେ ପାଲଟି ଗଲେ ଚୁମ୍ବକ ମଣିଷ, ଦେହରେ ଲାଗିଯାଉଛି ଷ୍ଟିଲ ଚାମଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କରେ । ନାରଦ୍ୱିତୀୟ ଡେ। ଜଟିକା ନେବାପରେ ଶରୀରରେ ସୃଷ୍ଟି ହୋଇଛି ଚୁମ୍ବକିୟ ଶକ୍ତି ।ଦେହରେ ଚୁମ୍ବକ ପରି ସବୁ ଲୁହା , ଷ୍ଟିଲ ସମଗ୍ରୀ ଲାଗିଯାଉଛି । ଚାମୁଚ, ପିଥାପାତିଆ ଆଦି ସାମଗ୍ରୀ ଖାଲି ଦେହ ପାଖକୁ ନେଲେ ଲାଗିଯାଉଛି ।
ଏଭଳି ଆଶ୍ଚର୍ଯ୍ୟଜନକଦୃଶ୍ୟ ଦେଖିବାକୁମି ଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ କଲେଜର କାର୍ଯ୍ୟରତ ପିଅନ ରତ୍ନାକର ପ୍ରଧାନ ଙ୍କ ଶରୀରରେ।ସେ କରେ । ନାର ଦୁଇଟି ଡୋଜ ଇଂଜେକସନ ନେଇଥିଲେ । ନେବାର
ମାସକପରେ ଶରୀରରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ‘ଏହା ଜାଣିବାପରେ ସାଙ୍ଗସାଥି, ଗ୍ରାମବାସୀ ଦେଖିବା ଲାଗି ଘରେ ଭିଡ଼ ଜମା ଉଛନ୍ତି । ତେବେ ଟିକା ନେବାପରେ ଏଭଳି ପାର୍ଶ୍ଵପ୍ରତିକ୍ରିୟା ଯୋଗୁ ଲୋକେ ଉୟଭିତ ହୋଇପଡିଛନ୍ତି । ଏହା କାହିଁକି ହେଲା କିଏ କହି ପାରୁନାହାନ୍ତି। ଏକ ଡାକ୍ତରୀ ଦଳ ଏହାର ଯାଞ୍ଚ କରିବ ।ପାଇଁ ଲୋକମାନେ ଦାବୀ କରିଛନ୍ତି ।

related posts

Leave a Comment