Home Breaking News / ତାଜା ଖବର ବାରବରା କ୍ରେସିକୋଭା ଫ୍ରେଂଚ ଓପନ ମହିଳା ସିଙ୍ଗଲସ ଚାମ୍ପିଅନ

ବାରବରା କ୍ରେସିକୋଭା ଫ୍ରେଂଚ ଓପନ ମହିଳା ସିଙ୍ଗଲସ ଚାମ୍ପିଅନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ଫ୍ରେଂଚ ଓପନ ମହିଳା ସିଙ୍ଗଲସ ଚାମ୍ପିଅନସିପରେ ବିଶ୍ୱ ଦେଖିଲା ଜଣେ ନୂଆ ଚାମ୍ପିଅନଙ୍କୁ । କରୋନା କଟକଣାରେ ଖେଳାଯାଇଥିବା ମୁକାବିଲାରେ ଚାମ୍ପିଅନ ହୋଇଛନ୍ତି ଚେକ୍ ଗଣରାଜ୍ୟର ୨୫ ବର୍ଷୀୟ ଟେନିସ ଷ୍ଟାର ବାରବରା କ୍ରେସିକୋଭା । ଋଷିଆର ଆନାସ୍ତେସିଆ ପାଭଲୋଚଙ୍କୁ ୬-୧,୨-୬ ଓ ୬-୪ ସେଟରେ ପରାସ୍ତ କରି ମହିଳା ସିଙ୍ଗଲସ ଟାଇଟଲ ଦଖଲ କରିଛନ୍ତି ବାରବରା କ୍ରେସିକୋଭା । ବାରବରାଙ୍କର ଏହା କ୍ୟାରିୟରର ପ୍ରଥମ ରୋଲାଣ୍ଡ ଗାରୋସ ଫ୍ରେଂଚ ଓପନ ଟାଇଟଲ ।

related posts

Leave a Comment