Home Breaking News / ତାଜା ଖବର ତୁମୁଡିବନ୍ଧ ବ୍ଲକରେ କରୋନା ସଚେତନତ ରଥ ବୁଲିଲା

ତୁମୁଡିବନ୍ଧ ବ୍ଲକରେ କରୋନା ସଚେତନତ ରଥ ବୁଲିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ମହାମାରୀକରେ ।ନାରଦ୍ଵିତୀୟ ଲହର ରେ ସଂକ୍ରମିତ ଙ୍କ ସଂଖ୍ୟା ଜିଲ୍ଲାରେ ଏତଟା ବଢି ନଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ଅଧିକ । ରହୁଛି । ଫଳରେ ଲୋକେ ଭୟ ଭିତହୋଇ ପଡୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଲୋକମାନଙ୍କୁସଚେତନ କରିବାଲାଗି ତୁମୁଡିବନ୍ଧ ବ୍ଲକ ରେ ଏକ କରେ । ନା ସଚେତନତା ରଥ କୁ ଶୁଭାରମ୍ଭ କରାଯାଇଛି । ଏହି ରଥକୁ ବାଲିଗୁଡ଼ା ବିଧାୟକଚକ୍ରମଣି କ ହଁ ର ଶୁଭ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ । ବିଡିଓ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ସଚେତନତାରଥ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚ।ୟତ ଅନ୍ତର୍ଗତ ପ୍ରତି ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ ।
ବିଶେଷକରି ବ୍ଳକର ଘାଟି ଉପରେ ଥିବାବେଲଘର, ବିଲାମାଳ, ଗୁମ୍ମା , ଝିରିପାଣି ଆଦି ପଞ୍ଚାୟତରେ ଆଦିମ ଜନଜାତି କୁଟିଆ କନ୍ଧ ବସବାସ କରୁଥିବା ଗ୍ରାମଗୁଡିକ ଯାଇ ସେମାନଙ୍କୁ ମହାମାରି କରେ । ନା ସଂପର୍କରେ ସଚେତନ କରିବା ସହ ଟିକା ନେବା ପାଇଁ ସଚେତନ ମଧ୍ୟ କରିବ ।
କେବଳ ଏହି ଗୋଟିଏ ବ୍ଲକ୍ ନୁହେଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ଅନେକ ବ୍ଳକରେ କରେ ।ନା
ସଚେତନତା ରଥ ଏବେ ଗ୍ରାମକୁ ଗ୍ରାମ ବୁଲି ସଚେତନ କରୁଛି । ଫଳରେ ଜିଲ୍ଲାରେ କରେ । ନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ଜଣାପଡିଛି ।

related posts

Leave a Comment