Home Breaking News / ତାଜା ଖବର ଫୁଲବାଣୀରୁ ୭ ଓ ଜିଲ୍ଲାରୁ ୮୩ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୭ ଓ ଜିଲ୍ଲାରୁ ୮୩ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଶନିବାର ୮୩ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ
ଫୁଲବାଣୀ ସହରରୁ ୭ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀବ୍ଲକ ରୁ ୪ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୭ଜଣ ଙ୍କ ମଧ୍ୟରୁ ଆମ୍ୱେଦକର ସାହିରୁ ୩ଜଣ କରେ । ନାପଜିଟିଭ ଚିହ୍ନଟ ହୋଇଥିବାବେଳେ ଢିପା ସାହି, ଫୁଲବାଣୀ ସ।ହି, ମାଷ୍ଟ୍ରପଡ଼ା ଓ ହ।ଟପଦା ଅଞ୍ଚଳରୁ ଜଣେ ଲେଖାଁଏ କରେ ନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି ।
ସେହିପରି ଶନିବାର ବାଲିଗୁଡ଼ା ବ୍ଲକରୁ ୭ଜଣ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୧୫.,ଜିଉ ଦୟଗିରି ୧୫, କନୂଆଗାଁ ୧, ଖଜୁରିପଡ଼ା ୭.କୋଟଗଡ ୧୩,ଫିରିଙ୍ଗିଆ ୧ ,ଟିକା ବାଲି ୧ ଓ ରାଇକିଆ ୬,ଚକାପାଦ ୪, ଟିକା ବାଲି ୨, ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । କନ୍ଧମାଳର ୨ଜଣ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୦୫୧ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୩୦୬ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୭୦୧ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment