Home Breaking News / ତାଜା ଖବର ବିଧାୟକଙ୍କ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା

ବିଧାୟକଙ୍କ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ଆଜି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ TTPS ର କନଭେୟର ଲାଇନ ଓ ପ୍ଲାଣ୍ଟ ର ସୁରକ୍ଷା ,ଠିକା ଶ୍ରମିକଙ୍କୁ କାର୍ଯ୍ୟ ରେ ଯୋଗଦାନ ପୂର୍ବରୁ ସଠିକ ଭାବେ କରୋନା ପରୀକ୍ଷା ଏବଂ ମେଡିକାଲ ରେ ଉତ୍ତମ ସେବା ଯୋଗାଇଦେବାକୁ ପ୍ଲାଣ୍ଟ ର ମହା ପ୍ରବନ୍ଧକ,CISF କମାଣ୍ଡର ଓ ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ଏବଂ ନିଜେ ମଧ୍ୟ କରୋନା ପରୀକ୍ଷା କରାଇଛନ୍ତି।

related posts

Leave a Comment