Home Breaking News / ତାଜା ଖବର ଉମରକୋଟ କଂଗ୍ରେସ ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ

ଉମରକୋଟ କଂଗ୍ରେସ ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା): ନବରଙ୍ଗପୁର ଜିଲ୍ଲା ର ଉମରକୋଟ ସହର ମଧ୍ୟରେ ପେଟ୍ରୋଲ ଦର ଶତକ ପାର କରିଛି ଅହେତୁକ ଭାବେ ପେଟ୍ରୋଲ ଦର ବଢିବା ସହ ସମସ୍ତକୁ଼ ପ୍ରଭାବିତ କରିଛି ବିଶେଷ କରି ଆଗକୁ ଚାଷ ଆରମ୍ଭ ହେବାକୁ ଯାଉଥିବାରୁ ସର୍ବାଧିକ ଚାଷୀ ପ୍ରଭାବିତ ହେବେ ବୋଲି କୁହାଯାଉଛି ସେହିପରି ଡିଜେଲ ଦର ମଧ୍ୟ ବଢିବାରେ ଲାଗିଛି ସୂଚନା ମୂତାବକ ଅନ୍ୟ ଜିଲ୍ଲାରେ ଶହେଟକାଂ ପାର ହୋଇଥିବା ବେଳେ ଡିଜେଲଦର ମଧ୍ୟ ଶହେ ପାଖାପାଖି ପହଞ୍ଚି ସାରିଛି ସେହିପରି ମେ ମାସରେ ୧୬ ଥରମଧ୍ୟରେ ପେଟ୍ରୋଲମୋଟ ୩.୮୩ ଡଜେଲଦର ୩.୮୮ ଟକାଂ ମହଗାଂ ହୋଇଛି ଏଥି ସହ ପୋଡଶୀ ଦେଶଗୁଡିକ ତୁଳନାରେ ଭାରତରେ ପେଟ୍ରୋଲଦର ବେଶମହଗାଂ ହୋଇଯାଇଛି ଏପରିକି ପାକିସ୍ତାନରେ ଭାରତ ଅପେକ୍ଷା ଅଧା ଦରରେ ପେଟ୍ରୋଲ ମିଳୁଛି ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲଦର ଲିଟର ପିଛା ୫୧.୩୯ ଟକାଂ ରେ ବିକ୍ରି ହେଉଛି ସେଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଳକ ର ପେଟ୍ରୋଲ ଟାକିଂ ନିକଟରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରାଯାଇଥିଲା ଉମରକୋଟ କଂଗ୍ରେସ ଦଳ ତରଫରୁ ମଧ୍ୟ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ବାଇକ ରେଲି ବାହାରି ପ୍ରତ୍ୟେକ ପେଟ୍ରୋଲ ପମ୍ପ ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ କୋଭିଡ କୋଟକୋଣା କୁ ଦୃଷ୍ଟିରେ ରଖି ବିକ୍ଷୋଭ କରାଯାଇଥିଲା ଜିଲ୍ଲା ଉପସଭାପତି ତପନ ଦେବନାଥ ନଗର ସଭାପତି ମାର୍କଣ୍ଡ ସାହୁ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି କୁନାସାହୁ ଜିଲ୍ଲା ସାଧାରଣ ସମ୍ପାଦକ ମୁନାପାଢୀ ଉମରକୋଟ ଯୁବ ସଭାପତି ନୀଳମାଧବ ନାୟକ ଉପସ୍ଥିତ ଥିଲେ।

related posts

Leave a Comment