Home Breaking News ମା ବାପା ହରାଇଥିବା ଦୁଇ ନାବାଳକଙ୍କୁ ବୋଡେ଼ନ ପ୍ରଶାସନନିକ ତରଫରୁ ଅନ୍ତଦୟ ଅନ୍ନ ଯୋଜନା କାର୍ଡରେ ସାମିଲ କଲେ

ମା ବାପା ହରାଇଥିବା ଦୁଇ ନାବାଳକଙ୍କୁ ବୋଡେ଼ନ ପ୍ରଶାସନନିକ ତରଫରୁ ଅନ୍ତଦୟ ଅନ୍ନ ଯୋଜନା କାର୍ଡରେ ସାମିଲ କଲେ

by Times One Odia
Share with
     
 
 
   

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ଗ୍ରାମ ର ମାଁ ବାପା ହରାଇ ଥିବା ଦୁଇ ନାବାଳକ ଙ୍କୁ ବୋଡେ଼ନ ଗୋଷ୍ଟି ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ,ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ପ୍ରତିନିଧି ରାଜ ନାଗ ଅନାଥ ଦୁଇ ନାବାଳକ ଙ୍କୁ ଅନ୍ତଦୟ ଅନ୍ନ ଯୋଜନାରେ କାର୍ଡ ପ୍ରଦାନ କରି ପ୍ରତି ମାସ ରେ ୩୫ କିଲୋଗ୍ରାମ ଚାଉଳ ପାଇବ ବଳି କହିଛନ୍ତି । ସାବେତ୍ରୀ ପହରିଆ ଏବଂ ଧନସିଂ ପହରିଆ ଏକ ବର୍ଷ ବ୍ୟବଧାନରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଦୁଇ ନାବାଳକ ଅସ୍ମିତା ପହରିଆ ଏବଂ ପଣ୍ଡିତ ପହରିଆ ଏବେ ବେସାହାରା ହୋଇପଡିଥିଲେ । ବର୍ତ୍ତମାନ ଅନ୍ତଦୟ ଅନ୍ନ ଯୋଜନା ରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।

related posts

Leave a Comment