Home Breaking News / ତାଜା ଖବର କଟୁମୁଣ୍ଡା ତାରିଣୀ ଛକରେ ୩ଟି ଟ୍ରକର ମର୍ମନ୍ତୁଦ ସଡକ ଦୁର୍ଘଟଣା

କଟୁମୁଣ୍ଡା ତାରିଣୀ ଛକରେ ୩ଟି ଟ୍ରକର ମର୍ମନ୍ତୁଦ ସଡକ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ କଟୁମୁଣ୍ଡା ତାରିଣୀ ଛକ ନିକଟରେ ୩ ଟି ଟ୍ରକ ମୁହାଁମୁହିଁ ଧକା ହେଇଅଛି ।ଦୁର୍ଘଟଣା ଏତେ ଭୟଙ୍କର ହେଇଥିଲା ଗୋଟିଏ ଟ୍ରକ ରାସ୍ତା ତଳକୁ ଓଲଟି ପଡି ଥିଲା ବେଳେ ଅନ୍ୟ ଦୁଇଟି ଟ୍ରକ ମୁହାଁ ମୁହିଁ ହେଇ ଲାଗିଯାଇଛି ।ତିନି ଟ୍ରକ ର ଡ୍ରାଇଭର ଗୁରୁତର ।ଗୋଟିଏ ଟ୍ରକର ଡ୍ରାଇଭର ଚାପି ହେଇ ରହିଥିଲା ଗ୍ୟାସ କଟର ମେସିନ ଦ୍ୱାରା କାଟି ଉଧାର କରାଯାଇଥିଲା ।ପରଜଙ୍ଗ ପୋଲିସ ଉଦ୍ଧାର କରି ତିନି ଡ୍ରାଇଭର କୁ ଆମ୍ବୁଲାନ୍ସ ଦ୍ୱାରା ତାଳଚେର ମେଡ଼ିକାଲ କୁ ନେଇଛନ୍ତି ।ପରଜଙ୍ଗ ପୋଲିସ କହିଛନ୍ତି ଜିଏମ ଆଇରନ ଷ୍ଟିଲ ପ୍ଲାଣ୍ଟ ର ଏକ ଟିମ ଆସି ସହାୟତା କରିଥିଲା ।ଏ ସମ୍ପର୍କରେ ପରଜଙ୍ଗ ଥାନା ପୋଲିସ ଅଧିକ ତଦନ୍ତ କରୁଅଛି କାହିଁକି କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଅଛି ।

related posts

Leave a Comment