Home Breaking News / ତାଜା ଖବର ଫୁଲବାଣୀରୁ ୯ ଓ ଜିଲ୍ଲାରୁ ୧୧୨ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୯ ଓ ଜିଲ୍ଲାରୁ ୧୧୨ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଗୁରୁବାର ୧୧୨ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଫୁଲବାଣୀ ସହରରୁ ୯ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୯ଜଣ ଙ୍କ ମଧ୍ୟରୁ ମାଷ୍ଟ୍ରପଡ଼ା ଓ ପିଅନ ପଡ଼ା ରୁ ୨ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଥିବାବେଳେ ନଦୀଖଣ୍ଡି ସାହି, ଡାକ ପାଲା, ମେଡିକାଲ ଛକ, କଣ୍ଟ୍ରାକ୍ଟର ପଡ଼ା,ରିଜର୍ଭ ପୋଲିସ ଅଫିସରୁ ଜଣେ ଲେଖାଁଏ କରେ ନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି ।
..
ସେହିପରି ଗୁରୁବାର ବାଲିଗୁଡ଼ା ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ାସହରର ଜଣେ ,ଦ।ରିଙ୍ଗବାଡି ୨୦.,ଖଜୁରୀପଡ଼ା ୩,ଜିଉ ଦୟଗିରି ୮, ଫିରିଙ୍ଗିଆ ୧ ୯,ଟିକା ବାଲି ୭ ଓ ରାଇକିଆ ୬ଜଣ ଓ, ଚକା ପାଦ ୭, କୋଟଗଡ ୧୪ କନୁଆଗାଁ ୩ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ପରି କନ୍ଧମାଳ ବାହାରେ ୨ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୯୩୧ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୧୩୪ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୭୫୪ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment