Home Breaking News / ତାଜା ଖବର ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରେସ ମିଟ

ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରେସ ମିଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କ୍ୟାବିନେଟ ରେ ଆଜି ଆମପାଣି-ସିନାପାଲି ଭାୟା ଧର୍ମଗତ-ଗୋଲାମୁଣ୍ଡା 4 ଲାଇନ ବିଜୁଏକ୍ସପ୍ରେସଓ୍ବେ କୁ୧୮୨ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି।ଯାହାକୁ ନେଇ ଜିଲ୍ଲା ବାସୀ ତଥା ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଞତା ଜଣାଉଛନ୍ତି। ଏହି ଅବସରେ ବିଜୁ ଜନତା ଦଳ ପକ୍ଷରୁ ଶକ୍ତି ତଥା ଏମ୍ଏସଏମଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଆୟୋଜିତ ସମ୍ମିଳନୀରେ ଏହି 4 ଓ୍ବେ ରାସ୍ତା କଳାହାଣ୍ଡି ର ଗମନାଗମନ ରେ ଅନ୍ୟ ରାଜ୍ୟ କୁ ଯୋଡିବ ତଥା ଇନ୍ଦ୍ରାବତୀ ର ବିଜୁଳି ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଜିଲ୍ଲା ର ସମୃଦ୍ଧି ଓ ରୋଜଗାର ସୃଷ୍ଟି କରିବାରେ ସହାୟତା ହେବ ବୋଲି ପ୍ରକାଶ କରିଥିଲେ।

related posts

Leave a Comment