Home Breaking News ବଜ୍ରାଘାତରେ ୬ ଗୋରୁ ମୃତ: କ୍ଷତିପୂରଣ ଦାବୀ

ବଜ୍ରାଘାତରେ ୬ ଗୋରୁ ମୃତ: କ୍ଷତିପୂରଣ ଦାବୀ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଯୋଗୁଁ ୬ଗୋରୁଗାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
ଗତ କାଲି ବୁଧବାର ସଂଧ୍ୟାରେ ବାଲିଗୁଡ଼ା ଓ ବାରଖମା ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ଝଡ ତୋଫାନ ହୋଇ ଥିଲା। ଫଳରେ ବାରଖମା ଫାଣ୍ଡି ସମ୍ମୁଖରେ ଚରୁଥିବା କିଛି ଗୋରୁ ବର୍ଷା ଯୋଗୁଁ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ତେବେ ହଠାତ ବଜ୍ରପାତଯୋଗୁଁ ସେଠାରେ ଥିବା୬ ଗୋରୁ ପ୍ରାଣ ହରାଇଥିଲେ ।
ତେବେ ଗୋ ରୁ ମାଲିକମାନେ ଅତ୍ୟନ୍ତ ଗରୀବ
ହୋଇଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ଯୋଗାଇଦେବାକୁ ଦାବୀ ହେଉଛି ।

related posts

Leave a Comment