Home Breaking News / ତାଜା ଖବର ଡକାୟତି ଯୋଜନା ବେଳେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଡକାୟତି ଯୋଜନା ବେଳେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: କଟକ ହାଡିଆପଠା ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଗିରଫ କଲା ମଙ୍ଗଳାବାଗ ପୋଲିସ। ଏମାନଙ୍କ ନିକଟରୁ ୫ଟି ପିସ୍ତଲ, ୩୦ଟି ଜୀବନ୍ତ ଗୁଳି, ୨ଟି ବାଇକ୍ ଏବଂ ୫ଟି ମୋବାଇଲ ଜବତ। ଗିରଫ ଅଭିଯୁକ୍ତମାନେ ଏକ ଅପରାଧୀ ଗ୍ୟାଙ୍ଗର ହୋଇଥିବା ବେଳେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି।

related posts

Leave a Comment